ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଛଡାଯାଇଛି ପ୍ରଥମ ପାଣି

ଜଳସେଚିତ ହେବ ୭ଟି ବ୍ଲକର ୧ ଲକ୍ଷ ୧୨ ହଜାର ୮୬୬ ହେକ୍ଟର ଚାଷ ଜମି

ଖରିଫ ଚାଷ ପାଇଁ କଳାହାଣ୍ଡି ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଚଳିତ ବର୍ଷର ପ୍ରଥମ ପାଣି ଛଡାଯାଇଛି । ମଙ୍ଗଳପୁର ବ୍ୟାରେଜରୁ ଦୁଇଟି କେନାଲରେ ପାଣି ଛଡାଯାଇଛି । ବାମ କେନାଲରେ ୫ କ୍ୟୁସେକ୍ ଜଳ ଛଡାଯାଇଥିବା ବେଳେ ଦକ୍ଷିଣ କେନାଲରେ ୭ କ୍ୟୁସେକ୍ ଜଳ ବହୁଛି ।ଜଳସେଚନ ପାଇଁ ଆସନ୍ତା ୧୦ ତାରିଖରେ ମେଗା ଲିଫ୍ଟ କେନାଲରେ ପାଣି ଛଡାଯିବ ବୋଲି ଡ୍ୟାମ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନିଲ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ଆଜିଠାରୁ ଛଡାଯାଇଥିବା ପାଣିରେ କଳାହାଣ୍ଡି ଜିଲ୍ଲା ୭ଟି ବ୍ଲକ ୪୬୭ଟି ଗାଁର ୧ ଲକ୍ଷ ୧୨ ହଜାର ୮୬୬ ହେକ୍ଟର ଚାଷ ଜମି ଜଳସେଚିତ ହେବ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭୁବନେଶ୍ଵର ଆଗମନ ନେଇ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ନବରଙ୍ଗପୁରରୁ ଗଲା ୪ଟି ବସ୍

Sunil Chandra Nayak

ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଅର୍ଚ୍ଚନା ନାଗ କେଳେ ଙ୍କ।ରି, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ରେ ସଂପୃକ୍ତ ବିଜେଡି ନେତାଙ୍କୁ ତଦନ୍ତ ପରିସର ଭୁକ୍ତ ନେଇ ଦାବିପତ୍ର ପ୍ରଦାନ 

Sunil Chandra Nayak

ବିନା ଟ୍ରେଡ ଲାଇସେନ୍ସ ରେ ଚାଳିଛି ବାଇକ ସୋରୁମ

Sunil Chandra Nayak

Leave a Comment

error: Content is protected !!