ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରେଣୀ ଗୃହ ଅଭାବ ରେ ଦୁଇଟି କୋଠରୀରେ  ୮ ଟି କ୍ଲାସ ର ପିଲା

ଚନ୍ଦାହାଣ୍ଡି 17/7 (ମନିସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଂଚାୟତ ନୂଆପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଅଭାବ ରେ ଆଠ ଟି ଶ୍ରେଣୀ ର ପିଲା ଖୁନ୍ଦା ଖୁନ୍ଦି ହୋଇ ଦୁଇଟି ଶ୍ରେଣୀ ଗୃହ ରେ ଶିକ୍ଷକ ମାନେ ପିଲାଙ୍କୁ ଶିକ୍ଷା ଦାନ କରିବା ବ୍ୟବସ୍ଥା ଏଠାରେ ସରକାର ଙ୍କ ଶିକ୍ଷା ର ବ୍ୟବସ୍ଥା କୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ଦେଖା ଦେଇଛି l ଏଥିପ୍ରତି ବିଦ୍ୟାଳୟ ପରିଚାଳନା କମିଟି ଏବଂ ଗ୍ରାମବାସୀ ମାନେ ବାରମ୍ବାର ଜନପ୍ରତିନିଧି ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଙ୍କୁ ଗୁହାରି କରି ଆଶୁ ଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ,ଏଠାରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅଭିଭାବକ ମାନେ ମୁହଁ ଫେରାଉଛନ୍ତି l ଏ ଦିଗରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l

  ସୂଚନା ମୁତାବିକ ପିଲାଙ୍କୁ ପ୍ରାଥମିକ ଶିକ୍ଷା ଦେବା ଶକାଶେ 1967 ମସିହା ରେ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲା ଯାଇଥିଲା l ଏଥିରେ ନୂଆପଡା ସମେତ ଅନକାବେଡା, ଏବଂ ଚକାମାଲ ର ପିଲାମାନେ ପାଠପଢି ପାରୁ ଥିଲେ l 2008 ରେ ଏହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଉନ୍ନୀତ କରାଯାଇ ଥିଲା l ବର୍ତ୍ତମାନ ଏଥିରେ ସର୍ବ ମୋଟ 111 ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ପ୍ରଧାନ ଶିକ୍ଷକ ସମେତ 5 ଜଣ ଶିକ୍ଷକ ରହିଛନ୍ତି l ବିଦ୍ୟାଳୟ ରେ 2 ଟି ଶ୍ରେଣୀ ଗୃହ ଥିବା ବେଳେ ଗୋଟିଏ ରୋଷେଇ ଗୃହ ଏବଂ ଗୋଟିଏ ଷ୍ଟୋର ରୁମ ରହିଛି l ବିଦ୍ୟାଳୟ ରେ ଶ୍ରେଣୀ ଗୃହ ର ଅଭାବ ଥିବା ଯୋଗୁଁ ଦୁଇଟି ଶ୍ରେଣୀ ଗୃହ ରେ ପ୍ରତି କ୍ଲାସ ର ପିଲାଙ୍କୁ ଦୁଇ ଭାଗ କରି ଶିକ୍ଷା ଦାନ ଦିଆ ଯାଉଥିବା ସହ ବର୍ଷା ନ ହେବା ଦିନ ବାରଣ୍ଡା ରେ ଶିକ୍ଷା ଦାନ ଦିଆ ଯାଉଛି ବୋଲି ପ୍ରଧାନ ଶିକ୍ଷକ ମୋହନ ମାଝି ପ୍ରକାଶ କରିଛନ୍ତି l ଏପରିକି ପିଲାଙ୍କୁ କୋଠରୀ ଅଭାବ ରେ କ୍ଲାସ ରୁମ ରେ ମଧ୍ୟାନ୍ନ ଭୋଜନ ଦିଆ ଯାଉଛି l ଗତ ମଇ ମାସ ରେ ବିଦ୍ୟାଳୟ ର ପରିଚାଳନା କମିଟି ଶ୍ରେଣୀ ଗୃହ ପାଇଁ ରିଜୁଲେସନ କରି ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଦେଇ ଥିବା ପରିଚାଳନା କମିଟିର ସଭାପତି ଭାସ୍କର ପାଣ୍ଡେ ପ୍ରକାଶ କରିଛନ୍ତି l ଡି ପି ଇ ପି ତରଫରୁ ଏକ ଅତିରିକ୍ତ ଶ୍ରେଣୀ ଗୃହ ମଞ୍ଜୁର ହୋଇଥିଲା ବେଳେ ଏହାକୁ ତତ କାଲିନ ପ୍ରଧାନ ଶିକ୍ଷକ ଅର୍ଦ୍ଧ ନିର୍ମାଣ କରି ଛାଡି ଥିବାରୁ ଏହା ପରିତ୍ୟକ୍ତ ଏବଂ ବିପଦ ସଂକୁଳନ ଅବସ୍ଥା ରେ ରହିଛି ବୋଲି ଶ୍ରୀ ପାଣ୍ଡେ ପ୍ରକାଶ କରିଛନ୍ତି l ଏ ବାବଦ ରେ ଚନ୍ଦାହାଣ୍ଡି ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ବିଜୟାନନ୍ଦ ସୋରି ଙ୍କୁ ପଚାରି ବାରୁ ଚନ୍ଦାହାଣ୍ଡି ବ୍ଳକ ର ଶ୍ରେଣୀ ଗୃହ ନ ଥିବା ବିଦ୍ୟାଳୟ କୁ ଜିଲ୍ଲାପାଳ ଜିଲ୍ଲା ମିଟିଙ୍ଗ ରେ ରିପୋର୍ଟ ମାଗିବାରୁ ପ୍ରଦାନ କରାଯାଇଛି l ସେଥିରେ ନୂଆପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନାମ ପ୍ରଥମ ରେ ରହିଛି ବୋଲି ସେ ପ୍ରକାଶ କରି ଛନ୍ତି l ଏ ସମର୍କ ରେ ଅନକାବେଡା ସମିତି ସଭ୍ୟା ଗୌରୀ ନାଗ ଙ୍କୁ ପଚାରିବାରୁ ବିଧାୟକ ଫାଣ୍ଟି ରୁ ଶ୍ରେଣୀ ଗୃହ ପାଇଁ 6 ଲକ୍ଷ ଆଇଟିଡିଏ ତରଫରୁ ଦିଆ ଜାଇ ଥିବା ସେ ସୂଚନା ଦେଇଛନ୍ତି l ବର୍ତ୍ତମାନ ଏଠାରେ ଶ୍ରେଣୀ ଗୃହ ର ଅଭାବ କେତେ ଦିନ ପରେ ଦୂର ହୋଇ ପାରୁଛି ତାହା ଦେଖିବାକୁ ବାକି ରହିଲା।ଏ ଦିଗରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମ ର ଅଭିରାମ ପାଣ୍ଡେ, ଅଧିରାଜ ପାଣ୍ଡେ, ଘେନୁ ଜଗତ, ଦେବାନନ୍ଦ ସୁନା ଶିକ୍ଷାବିତ ବଦନ ପାଣ୍ଡେ ପ୍ରମୁଖ ଦାବୀ କରିଛନ୍ତି lଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ସଜ ଗୋଲାପ

Sunil Chandra Nayak

ଉଦଯାପିତ ହେଲା ବାର୍ଷିକ କ୍ରୀଡ଼ା ଉତ୍ସବ 

Sunil Chandra Nayak

୫ଜଣ ଲୁହା ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଝରିଗାଁ ପୋଲିସ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort