ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲିଙ୍ଗରାଜ ବାବାଙ୍କ ସେବାରେ ସମାଜସେବୀ

ବାଲେଶ୍ଵର,୧୮/୭/୨୨- ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ପ୍ରତ୍ୟେକ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଠାରେ ଥିବା ବାବା ଲିଙ୍ଗରାଜଙ୍କୁ ଜଳଲାଗି କରିବା ପାଇଁ ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳର ସମାଜସେବୀ ଅସିତ୍ କୁମାର ଜେନେ ସାଥୀ ମାନଙ୍କ ସହିତ ଯାଇଛନ୍ତି । କଟକ ଗଡଗଡିଆ ଘାଟରୁ ପାଣିନେଇ ବାବା ଲିଙ୍ଗରାଜଙ୍କୁ ଅର୍ପଣ କରିବାର ସୂଚନା ଦେଇଛନ୍ତି । ସେଠାରୁ କାର୍ଯ୍ୟସାରି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଘରକୁ ଫେରିବେ ବୋଲି ଜଣାଇଛନ୍ତି । ଜଗନ୍ନାଥ ମହାପ୍ରଭୁ ସମାଜସେବୀ ଶ୍ରୀ ଜେନାଙ୍କ ଚଲାପଥ କୁସୁମିତ କରନ୍ତୁ ବୋଲି ଅଞ୍ଚଳରେ ଆଲୋଚନା ହେଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ଵାହରା ଙ୍କ କବିତା ଜଗନ୍ନାଥ ଜଣାଣ 

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ଯେଉଁଠି ରାତି ସରେ

Sunil Chandra Nayak

ଓଡ଼ିଶା କୃଷକ ସଭାର ଜିଲ୍ଲା ସମ୍ମିଳନୀ ଆରମ୍ଭ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବକ୍ତା

Sunil Chandra Nayak

Leave a Comment

error: Content is protected !!