ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ରାଇରଙ୍ଗପୁରରେ ରାଜଯୋଗ ଏବଂ ତପସ୍ୟା ଭଟ୍ଟି

ମୟୂରଭଞ୍ଜ – ୧୮/୭/୨୨(ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଗଢ ଗ୍ରାମସ୍ଥ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟରେ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ରାଜଯୋଗ ଏବଂ ତପସ୍ଯା ଭଟି କାର୍ଯ୍ୟକ୍ରମ ଅନୁଷ୍ଠାନର ମୁଖ୍ୟ ସୁପ୍ରିୟା ଭଉଣୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଦ୍ରୌପଦୀ ମୁର୍ମୁ ନିଜର ସ୍ବାମୀ, ଦୁଇ ପୁତ୍ର,ଏବଂ ପ୍ରତ୍ୟକ୍ଷ ନିର୍ବାଚନରେ ପରାଜୟ ହୋଇ ସେ ସଂପୁର୍ଣ୍ଣ ଭାଙ୍ଗି ପଡିଥିଲେ । କଥାରେ ଅଛି ବିପଦ ଯେତେବେଳେ ଆସେ ବଂଧୁବାନ୍ଧବକୁ ସାଙ୍ଗରେ ଧରି ଆସେ । ତଥାପି ସବୁକିଛି ଚିନ୍ତା କରି ମନ ଏବଂ ବିବେକକୁ ସଂଜତ ଓ ନିୟନ୍ତ୍ରଣ କରି ଆଧ୍ୟାତ୍ମିକ ଶରଣାଗତ ହୋଇଥିଲେ । ୨୦୦୫ରୁ ସେ ଏହି ଅନୁଷ୍ଠାନ ସହ ଯୋଡ଼ି ହୋଇ ଦୈନନ୍ଦିନ ଆସି ରାଜଯୋଗ କରୁଥିଲେ । ଏଥିରୁ ପ୍ରମାଣିତ ହୋଇଛି ଯେ ଅଦୃଶ୍ୟ ଶକ୍ତି ଓ ଆଧ୍ୟାତ୍ମିକ ଶକ୍ତି ପରୁମାଣୁ ବୋମାଠାରୁ ଶକ୍ତିଶାଳୀ ।ଭାରତ ବିଶ୍ବଗୁରୁ ଆଡ଼କୁ ପାଦେ ଆଗୋଉଛି

 ମୟୂରଭଞ୍ଜ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଗଡ଼ିବ ରଥ

କନ୍ଧମାଳ ବିକାଶ ନେଇ ସାଂସଦ ଓ ବିଧାୟକଙ୍କ ଆଲୋଚନା

Sunil Chandra Nayak

ଏବିଭିପି କଳାହାଣ୍ଡି ତରଫରୁ G20 ରେ ଭାରତର ସଭାପତିତ୍ୱକୁ ସ୍ୱାଗତ

Sunil Chandra Nayak

Leave a Comment

error: Content is protected !!