ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ଙ୍କ ଆତ୍ମହତ୍ୟା, ହତ୍ୟା ସନ୍ଧେହ

ଡାବୁଗାଁ, ୧୯/୭  ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝରିଗୁଡା ଗ୍ରାମରେ ମହିଳା ଙ୍କ ଆତ୍ମହତ୍ୟା କୁ ନେଇ ହତ୍ୟା ସନ୍ଦେହ | ସୂଚନାଯୋଗ୍ୟ ଡାବୁଗାଁ ଥାନା ପୂଜାରୀଗୁଡା ଲଛମୀ ପନକା ଙ୍କ ଝିଅ ଭଦ୍ରିକା ପନକା(୨୪) ଝରିଗୁଡା ଗ୍ରାମର ସୁଶୀଲ ନାଗଙ୍କ ସହ ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ | ସୋମବାର ସନ୍ଧ୍ୟାରେ ମୃତକର ପିତା କି ତାଙ୍କ ଝିଅ ର ଦୁର୍ଘଟଣା ହୋଇଥିବା ଖବର ପାଇ ସଙ୍ଗେ ସଙ୍ଗେ ଝରିଗୁଡା ଗ୍ରାମର ସୁଶୀଲ ନାଗ ଙ୍କ ଘରେ ପହଞ୍ଚି ଦେଖିଥିଲେ ଯେ ତାଙ୍କ ଝିଅ ନିଜ ଶାଢୀ ବେକରେ ବାନ୍ଧି ତଳେ ମରି ପଡିଥିଲା | ଏନେଇ ମଙ୍ଗଳବାର ସକାଳ ୧୦ ଘ. ରେ ମୃତକର ପିତା ଲଛମୀ ଡାବୁଗାଁ ଥାନାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା, ସବଇନିସ୍ପେକ୍ଟର କୁଳଭୂଷଣ ନାୟକ ଓ ମେନକା ସା, ଏଏସଆଇ ଶିଶିର କାନ୍ତ ଘୋଷ ଓ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ | ପରେ ଝରିଗାଁ ତହସିଲଦାର ରୁଷିକେଶ ଗଣ୍ଡ ପହଞ୍ଚିବା ପରେ ଶବକୁ ପଞ୍ଚନାମା କରିଥିଲେ | ପରେ ଉମରକୋଟ ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ | ମୃତ ଝିଅର ପରିବାର ଲୋକେ ସୁଶୀଲ ନାଗକୁ ଗିରଫ ନକରିବା ପର୍ଯ୍ୟନ୍ତ ଶବ ଛାଡିବୁ ନାହିଁ ବୋଲି ଦାବି କରିଥିଲେ | ପୋଲିସ ଏନ୍ୟ ଏକ ଘର ମଧ୍ୟରୁ ସୁଶୀଲ ନାଗ କୁ ଉଦ୍ଧାର କରି ଥାନା କୁ ପଠାଇବା ସମୟରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତକୁ ମାରିବା ସହ ପୋଲିସ ସହ ଧସ୍ତା ଧସ୍ତି ହୋଇଥିଲେ | ଏହାସହ ଲୋକେ ମହିଳା ଅଧିକାରୀ ଙ୍କ ସହ ମଧ୍ୟ ଖରାପ ବ୍ୟବହାର କରିଥିଲେ | ପରେ ପୋଲିସ କୁ ଲୋକେ ଅଟକ ରଖିଥିଲେ କିନ୍ତୁ ପୋଲିସ କୌଶଳ କ୍ରମେ ସେଠାରୁ ଖସି ଥାନାକୁ ଆସିଥିଲେ | ପରେ ଥାନା ଅଧିକାରୀ ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧ୍ୟାରେ ଶବକୁ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଏନେଇ ଥାନା କେଶ ନଂ ୧୧୯/୨୨ ରେ ଏକ ମାମଲା ରୁଜୁ ହୋଇଛି | ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ପ୍ରଜାପତି ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ତରଫରୁ ଦୀପାବଳି ପର୍ବ ପାଳିତ

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ମାସା ଆର୍ମି ତରଫରୁ ଲିଖିତ ଦାବିପତ୍ର

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort