ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଞ୍ଜିପଦରରେ ବୃକ୍ଷ ରୋପଣ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଶ୍ରୀ ଦୁତୀୟ ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେରଙ୍କ ତତ୍ତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାପଲହରା ପଞ୍ଚାୟତ ବାଞ୍ଜିପଦର ଗ୍ରାମରେ ବୃକ୍ଷ ରୋପଣ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁଙ୍କ ଉପସ୍ଥିତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମଟି କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଖୋଳାଝରକା ଯୁବ ଅନୁଷ୍ଠାନ ବାଞ୍ଜିପଦାର ର ସଭାପତି ମିଟୁ ସାହୁ, ସମ୍ପାଦକ ବିବେକାନନ୍ଦ ସାହୁ, ପିଙ୍କୁ ସୁନା, ପ୍ରଭାକର ସାହୁ, କୁରୁପତି, ଜଗନ୍ନାଥ,ରାଜକିଶୋର, କ୍ଷୀରୋଦ, କେଦାର, ଈଶ୍ୱର, ଦୀନବନ୍ଧୁ, ରାଷ୍ଟ୍ର, ରାଜେଶ, ହୃଦାନନ୍ଦ, ପ୍ରଦୀପ, ସନ୍ତୋଷ ଉପସ୍ଥିତ ଥିବାବେଳେ ଶେଷରେ ଶ୍ରୀ ସାହୁ ଯୁବ ଅନୁଷ୍ଠାନର ସମସ୍ତ ଯୁବକ ଭାଇମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଅପର୍ତ୍ତି ସେଠୀ ଙ୍କ କବିତା (ରମ୍ୟ ରଚନା,ନିଶା ନିବାରଣ) ଗଣେଶଙ୍କ ମର୍ତ୍ତ୍ଯପୁର ଟୁର୍ 

Sunil Chandra Nayak

ଆଦର୍ଶ ପାଠାଗାର ତରଫରୁ ବିଭିନ୍ନ ପ୍ରତିଯୋଗିତା ଆସନ୍ତା ୧୮ରେ

Sunil Chandra Nayak

ବାଇକ୍ ସହ ବାରହା ମୁହାଁ ମୁହିଁ: ସାମ୍ବାଦିକ ଦୁର୍ଘଟଣା ଶିକାର

Sunil Chandra Nayak

Leave a Comment

error: Content is protected !!