ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଦେବ ଙ୍କୁ ଜଳ ଲାଗି କଲେ ମାରୱାଡ଼ି ମହିଳା ମଣ୍ଡଳ

ଧର୍ମଗଡ:୨୬/୭/୨୨: ପବିତ୍ର ଶ୍ରାବଣ ମାସରେ ମହାଦେବ ଙ୍କୁ ଜଳ ଲାଗି କଲେ ମନ ବାଞ୍ଛା ପୁରଣ ହୋଇ ଥାଏ । ଏହି ବିଶ୍ୱାସ ନେଇ କାହିଁ କେଊ କାଳ ରୁ ଶ୍ରାବଣ ମାସରେ ମହାଦେବ ଙ୍କୁ ପୂଜାର୍ଚ୍ଚନା ପୂର୍ବକ ଜଳ ଲାଗି କରାଯାଇ ଆସୁଛି । ଏହି ପରିପେଖୀ ରେ ଆଜି ଶ୍ରାବଣ ମାସ ଦ୍ଵିତୀୟ ସୋମ ବାର ରେ ସ୍ଥାନୀୟ ମାରୱାଡ଼ି ମହିଳା ମଣ୍ଡଳ ର ସଦସ୍ୟା ମାନେ ଛିଲିପା ତେଲ ନଦୀ ରୁ ଜଳ ଉଠାଇ ଥିଲେ । ପ୍ରାୟ ପାଞ୍ଚ କିମି ରାସ୍ତା ଚାଲି ଚାଲି ଅତିକ୍ରମ କରି ପଞ୍ଚଦେବ ଶିବ ମନ୍ଦିର ରେ ମହାଦେବ ଙ୍କୁ ଜଳ ଲାଗି କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ମାଣବସା ବ୍ରତ

Sunil Chandra Nayak

ଲତା ବେହେରା ଙ୍କ କବିତା ନାୟିକା

Sunil Chandra Nayak

କଳାହାଣ୍ଡିର ପୂର୍ବତନ ସାଂସଦ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକ ଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!