ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରାବଣ ମାସର ସୋମବାର ରେ ଆଖଣ୍ଡଳମଣିଙ୍କର ବିଶେଷ ପୂଜା

ଢେଙ୍କାନାଳ : ଆଜି ଭାଗୀରଥୀ ସାଗର କୂଳରେ ଥିବା ବାବା ଆଖଣ୍ଡଳ ମଣିଙ୍କର ବିଶେଷ ପୂଜା ହୋଇଯାଇଛି । ଏଥି ନିମନ୍ତେ ପ୍ରାତଃ ରୁ ମଙ୍ଗଳ ଆରତି ଠାକୁରଙ୍କ ସ୍ନାନ, ବସ୍ତ୍ର, ଚନ୍ଦନ, ବେଲପତ୍ର ଓ ବିଭିନ୍ନ ଫୁଲ ହାରରେ ସୁସଜ୍ଜିତ କରାଯାଇଥିଲା ପରେ ଭୋଗ ରାଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ରେ ଅନ୍ନ ଧୂପ, ସନ୍ଧ୍ୟା ବେଳେ ଆଳତି ଓ ଠାକୁରଙ୍କୁ ଘର୍ସଣି କରାଯାଇଥିଲା ଓ ପରେ ମହାସ୍ନାନ କରାଯାଇ ବେଲ ପତ୍ର ଓ ଫୁଲହାରର ସୁସଜ୍ଜିତ କରାଯାଇଥିଲା । ତାପରେ ଚୁଡା ଘସା ଓ ପଣା ଲାଗି କରାଯାଇଥିଲା ତତ୍ ସହିତ ବିଧି ଅନୁସାରେ ପବିତ୍ର ମେଳା ବହି ପଠନ କରାଯାଇଥିଲା । ପରେ ପରେ ଠାକୁର ଙ୍କୁ ଆଳତି କରାଯାଇ ଶେଷରେ ପହଡ଼ ପଡ଼ିଥିଲା ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

୨- ଗତବର୍ଷ ଅପେକ୍ଷା ଚଳିତ ବର୍ଷରେ ପଡୁଚାଷ ପାଇଁ ଅଧିକ ଜଙ୍ଗଲ ଜମି ସଫା ହବାର ଦେଖା ଯାଇଛି , ୨-କୁମ୍ଭାରି ପୁଟ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାନୀ 

Sunil Chandra Nayak

ପାଞ୍ଚ ମାସରେ ୯,୦୦୦ ଟ୍ରେନ୍ ବାତିଲ: କୋଇଲା ପରିବହନ ପାଇଁ ୧,୯୩୪ ଟ୍ରେନ୍ ବାତିଲ.

ଭୁତପୂର୍ବ ନଗରପାଳ ତଥା ବାର ଆସୋସିଏସନର ପ୍ରାକ୍ତନ ସଭାପତି ରମେଶ ବଳଙ୍କ ଆତ୍ମହତ୍ୟା 

Sunil Chandra Nayak

Leave a Comment

error: Content is protected !!