ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୂଅ ଭିତରୁ ମୃତ ଗାଈ କୁ ଉଦ୍ଧାର କଲେ ଦମକଳ କର୍ମଚାରୀ

କୋକସରା,୦୨/୦୮(ମ ନି ସ) କୂଅରେ ପଡି ଗାଈ ମୃତ । ଉଦ୍ଧାର କଲେ ଦମକଳ ବିଭାଗ କର୍ମଚାରୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ କାଉଡୋଳା ଗ୍ରାମର ଜୁକସନ ମାଝୀ ଙ୍କ ଗାଈ ଗ୍ରାମ ନିକଟରେ ଥିବା ୧୫ ଫୁଟ କୂଅରେ ପଡ଼ି ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ ଦେଖିବା ପରେ ଏନେଇ ଗ୍ରାମବାସୀ କୋକସରା ଦମକଳ ବିଭାଗ କର୍ମଚାରୀଙ୍କୁ ଖବର ଦେବାପରେ ଦମକଳ ବାହିନୀ ପହଞ୍ଚି କୂଅରୁ ମୃତ ଗାଈକୁ ଉଦ୍ଧାର କରିଥିବା ଜଣାପଡିଛି ।

Related posts

ବେଆଇନ ଧାନ ଚାଳାଣ, ୨ ଟ୍ରକ ଜବତ

ସରକାରୀ ଜମିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!