ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ହେଲେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ର ଉପଦେଷ୍ଟା ଭାବରେ ମନୋନୀତ

 ପଶ୍ଚିମ ଓଡିଶା ର ଆଦିବାସୀ ନେତା ନିରଞ୍ଜନ ବିଶି ରାଜ୍ୟସଭା ମନୋନୀତ ହେବା ପରେ ଭାରତ ସରକାର ଙ୍କ ଆଦିବାସୀ ମନ୍ତ୍ରଣାଳୟ ର ଆଦିବାସୀ ଉପଦେଷ୍ଟା ଭାବରେ ମନୋନୀତ ହୋଇଛନ୍ତି। ଏହା ଦ୍ବାରା ଆଦିବାସୀଙ୍କ ବିକାଶ ଏବଂ ସମସ୍ୟା ତୁରନ୍ତ ସମାଧାନ ହୋଇପାରିବ।ପତ୍ର ସଂଖ୍ୟା ୭-୧/୨୦୨୨ ତା:-୦୪.୦୮.୨୦୨୨ ରେ ବିଦ୍ଧିବତ ଭାବରେ ନୋଟିସ ଜାରି ହୋଇଅଛି। ମିଳିତ ରୂପେ ଆଦିବାସୀଙ୍କ ସମସ୍ୟା ସମାଧାନରେ ଉପସ୍ଥାପନ କରି ତାର ସମାଧାନ ବାଟ ଖୋଲିବେ ବୋଲି ମତବ୍ୟକ୍ତ କରିଥିଲେ।ତାଙ୍କ ନୂତନ ଦାୟିତ୍ବ ପରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ଭାନୁପ୍ରତାପ ସିଂ, ଆଦିବାସୀ କଲ୍ୟାଣ ସଙ୍ଘ ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, କାର୍ତ୍ତିକେଶ୍ବର ମଲ୍ଲିକ,ନୂଆପଡା ବ୍ଲକ ସଭାପତି ଭକ୍ତ ବନ୍ଧୁ ଧାରୁଆ ପ୍ରମୁଖ ଧନ୍ୟବାଦ ଜଣାଇଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସର୍ପ ଦଂଶନରେ ଯୁବ ସମାଜସେବୀ ଧନେଶ୍ଵର ମହାପାତ୍ରଙ୍କ ଦେହାନ୍ତ

Sunil Chandra Nayak

ମହିଳା ମାନଙ୍କ ଧନଜୀବନକୁ ସୁରକ୍ଷା ଦେବାରେ ନବୀନ ସରକାର ବିଫଳ – ବି.ଜେ.ପି ମହିଳାମୋର୍ଚ୍ଛା

Sunil Chandra Nayak

Leave a Comment

error: Content is protected !!