ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଲିସ ଓ ପରିବହନ ବିଭାଗର ମିଳିତ ଯାନବାହାନ ଯାଞ୍ଚ

ଡାବୁଗାଁ, ୬/୮ ଡାବୁଗାଁ ଥାନା ନିକଟରେ ଆଜି ଡ଼ାବୁଗାଁ ପୋଲିସ ଓ ଜିଲ୍ଲା ପରିବହନ ବିଭାଗର ମିଳିତ ଗାଡ଼ି ଯାଞ୍ଚ କରାଯାଇଛି। ଶନିବାର ସକାଳ ୧୧ ଘଣ୍ଟା ଠାରୁ ୨ ଘଣ୍ଟା ପର୍ଯ୍ୟନ୍ତ ଡାବୁଗାଁ ଥାନା ସାମ୍ନାରେ ଯାନବାହାନ ଯାଞ୍ଚ କରାଯାଇଛି । ଏହି ଯାଞ୍ଚ ଏମ୍ ଭି ଆଇ ଉପେନ୍ଦ୍ର ପୁସିକ୍ ଓ ଡ଼ାବୁଗାଁ ଥାନା ଏସ ଆଇ କୁଳଭୂଷଣ ନାୟକ ଉପସ୍ଥିତ ଥିଲେ। ହେଲମେଟ, ଲାଇସେନ୍ସ ଓ ବିଭିନ୍ନ କାଗଜପତ୍ର ଇତ୍ୟାଦିର ନିୟମ ଅନୁସାରେ ଯାଞ୍ଚ କରାଯାଇ ସର୍ବମୋଟ ୬୩,୮୭୫ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସରକାରଙ୍କ ନିର୍ଦ୍ଦଶକ୍ରମେ ଯାନବାହାନ ଚଳାଚଳ କରିବା ପାଇଁ ଗାଡ଼ି ଚାଳକ ମାନଙ୍କ ସଚେତନତା ପାଇଁ ବିଭନ୍ନ ସମୟରେ ଏଭଳି ଯାଞ୍ଚ କରାଯାଇଥିବା ଜଣାପଡ଼ିଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଫୁଲବାଣୀ ଶାଖା ତରଫରୁ ହିନ୍ଦୀ ପକ୍ଷ ପାଳିତ

Sunil Chandra Nayak

ରୁପ୍ରା ସୂନାମୁହିଁ ସାଗରର କାର୍ଯ୍ୟ ତଦାରଖ ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କ ପରିଦର୍ଶନ 

କବିତା ସାହୁ ଙ୍କ କବିତା ଶୀତଳ ପରଶ

Sunil Chandra Nayak

Leave a Comment

error: Content is protected !!