ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ରେ ବେହାଲ ଜନତା :ଚାଳ ଘର କାନ୍ଥ ଭୁସୁଡ଼ିଲା

 ତେନ୍ତୁଳିଖୁଣ୍ଟି -08/08/22-ଆଜି ଲଗାଣ ବର୍ଷା ଯୋଗୁଁ ଦିଗି ଗ୍ରାମ ପଞ୍ଚାୟତର ପଣସପଦର ଗ୍ରାମର ସୁବାସ ଚନ୍ଦ୍ର ନାୟକକଂ ଘର ଭୁଷୁଡ଼ି ଯାଇଥିବାର ଖବର ପାଇ ସାଙ୍ଗେ ସାଙ୍ଗେ ସ୍ଥାନୀୟ ସରପଞ୍ଚ କିଶୋର ନାୟକ ପହଁଚି ପ୍ରଶାସନକୁ ଖବର ଦେବା ସହିତ ଆଗାମୀ ଦିନରେ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଆଦର ମଣି ପ୍ରଧାନ ଙ୍କ କବିତା ସମୟ ର ସାରଥି

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା କାଶତଣ୍ଡୀ

Sunil Chandra Nayak

କବିରାଜ ଶବର ପ୍ରଧାନଙ୍କ ବିୟୋଗ

Sunil Chandra Nayak

Leave a Comment

error: Content is protected !!