ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ ଗଳ୍ପ ସମୟର ମୋଡ

      ସମୟର ମୋଡ

         ନିରୁପମା ପାଣି

ସତରେ ସମାଜ ଆଉ ସମାଜରେ ବାସକରୁଥିବା ଲୋକ ମାନେ କେମିତିଯେ ଏତେ ପରିବର୍ତ୍ତନ ହୋଇ ଯାଆନ୍ତି ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି! ପରିବର୍ତ୍ତନର ଅନ୍ୟ ନାମ ଏଠି ବେଇମାନି କହିଲେ ଠିକ୍ ହେବ ବୋଧ ହୁଏ!!

ମଣିଷ ଜନ୍ମ କିଏ କହେ ଦୁର୍ଲଭ ଜନ୍ମ ଆଉ କିଏ କିଏ କହେ କୋଟି ପୁର୍ଣ୍ୟ ଫଳରେ ମଣିଷ ଜନ୍ମ ମିଳେ !! ଆଜି ଜଣେ ମଣିଷ ନିଜ ଜନ୍ମ କର୍ମ କୁ ଧିକ୍କାର କରୁଥିବାର ଦେଖିଲି !! ସାହାଶ ହେଲାନି ମଣିଷ ଜନ୍ମକୁ ଭଗବାନଙ୍କ ଦାନ କହା ତାକୁ ସାନ୍ତ୍ୱନା ଦେବାକୁ !!

   ମହିଳା ଜଣକ ପ୍ରାଏ ପଚାଶ ବର୍ଷର ହେବେ ,ସେ ଜୀବନ ସାରା ଦୁଃଖ କଷ୍ଟରେ କଟେଇ ଭରସା ରଖିଥିଲେ ପୁଅଟି ବଢିଗଲେ ତାଙ୍କ ଦୁଃଖ ଯିବ ! ନିଜେ ଭଲକି କେବେ ଖାଇବି ପାରନ୍ତିନି କାରଣ ପୁଅର ଅଭାବ ହେବ ଭାବି!! ନିଜ ଲାଗି ଲୁଗା ବି କିଣି ପାରନ୍ତିନି ପରର ପୁରୁଣା ଲୁଗା ପିନ୍ଧି ସମୟ କଟାଇ ଦିଅନ୍ତି ! ସଅକ କରିବା ସେ ଭୁଲି ଯାଇଥିଲେ କେବଳ ଗୋଟିଏ ଇଛା ପୁଅଟି ବଡ ହେଉ ସବୁ ଦୁଃଖ ଗୁଡା ସୁଖରେ ପରିଣତ ହୋଇଯିବ!! କାରଣ ପୁଅଟି ର କେହି ସାହା ନଥିଲେ ପିଲା ବେଳରୁ ମହିଳାଙ୍କ ସ୍ୱାମୀ ଆରପାରିକୁ ଚାଲିଯାଇଥିଲେ!!

      ପୁଅଟି କିନ୍ତୁ ଥିଲା ପ୍ରକାଣ୍ଡ ଧୁର୍ତ୍ତ ମାଆର ସରଳତାର ସୁଯୋଗ ନେଇ ସବୁ ପୁଞ୍ଜି ଆଉ ଯାହା ସୁନା ଥିଲା କୌଶଳ କରି ନେଇଗଲା !! ବ୍ୟବସାୟ କରିବ ବୋଲି !! ମାଆର ବି ବିଶ୍ୱାସ ଥିଲା ପୁଅ ରୋଜଗାର କଲେ ସେ ଭଲରେ ରହିବ ! ପୁଅ ବାହାକରି ବୋହୁ ନାତୀ ନାତୁଣୀ ମେଳରେ ସେ ତା ହଜିଲା ଖୁସିକୁ ଫେରି ପାଇବ!!

  ପୁଅର ରୋଜଗାର ଭଲ ଥିଲା ହେଲେ ମାଆକୁ ସେ ଟଙ୍କାଟିଏ ଦିଏନି !! ନିଜ ଇଛାରେ କେବେ ମାଆକୁ ପଚାରେନା ମାଆର କିଛି ଇଛା ଅନିଛା ବିଷୟରେ ! ଅଠର ବର୍ଷରୁ ଅଠେଇଶି ବର୍ଷ ହୋଇଗଲା ତଥାପି ମାଆ ପୁଅକୁ ଚିହ୍ନି ପାରାଲାନି !!ପୁଅ ନିଜ ଇଛାରେ ବାହାବି ହେଲା ହେଲେ ସେ ଝିଅର କଣ୍ଡିସନ୍ ଥିଲା ସେ ଅଲଗା ରହିବ ପୁଅର ମାଆ ପାଖରୁ !! 

     ପ୍ରତେକ ଦିନ ସ୍ୱାମୀ ସ୍ତ୍ରୀରେ ମିଛ କଳି ଲାଗି ମାଆକୁ ଡରେଇବା ଆରମ୍ଭ କରିଦେଲେ !! ଯେମିତି ମାଆ ଭାବିବ ପୁଅ ବୋହୁ ଙ୍କ ଭିତରେ ପଡୁନି !! ମାଆ ଟି ବୁଝି ପାରିଲା କେବଳ ତା ଲାଗି ପୁଅ ବୋହୁଙ୍କର ଏମିତି ଅଭୀନୟ ଚାଲିଛି !! ଦୂରେଇ ଗଲା ପୁଅ ବୋହୁଙ୍କଠୁ !! 

ପୁଅ ବୋହୁ ବେଶ୍ ଖୁସି ରେ ରହିଲେ ! ଆଉ ଖର୍ଚ ର ଆବାଜ୍ ଶୁଭିଲାନି ! ମାଆ କୁ ଖାଇବାକୁ ଦେଲା ବେଳେ ଯେତିକି ଖର୍ଚ ହେଉଥିଲା ବୋହୁତ କମି ଗଲା ତାଙ୍କର!!

      ବେଇମାନ୍ ପୁଅ ଦିନେ ତା ମନକୁ ପଚାରିଲାନି ଏମିତି ଆଇଁଷ ବାର ନାହିଁ ପୁଅ ବୋହୁ ବିନା ଚିକେନ୍ କି ବଡ ମାଛରେ ଭାତ ଖାଇଥିବେ ! ଯଦି ନମିଳିଲା ହୋଟେଲ୍ ରୁ ଆଣି ଖାଇଥାଆନ୍ତି ! ଯୋଉ ଦିନେ ଆଇଁଷ ନ ଚଳିବ ଛଣା ଛଣି ନହେଲେ ଗୁଣ୍ଡା ଉଠେନି !! ହେଲେ ମାଆତ ଜୀବନ ସାରା ନିରାମି ଖାଏ ତା ଖାଇବାରେ କଣ ଦିଆହୁଏ !! ସବୁଠୁ ବଡ କଥା ହେଲା ପୁଅ କେବେ ଅନୁତାପ କରେନି ଆରାମରେ ଖୁସିରେ ଖାଏ !! ମାଆ ତ୍ୟାଗ ର ଫଳ ପାଉଥିବା ମାଆ ଓଳିଏ ଖାଇ ଓଳିଏ ଉପାସରେ ଦିନ କାଟୁଛି !! ଅପକ୍ଷା କରିଛି ପୁଅ ବୋହୁ କୋଉଦିନ ତା ପରି ଅନୁତାପ କରିବେ ତାଙ୍କୁ ତାଙ୍କ ପିଲା କନ୍ଦେଇବ !!

   ଚାନ୍ଦବାଲି , ଭଦ୍ରକ୍

Related posts

ରାଇରଙ୍ଗପୁର ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ର ଅଷ୍ଟବିଂଶ ଆଭାସି କବିତା ଆସର ଅନୁଷ୍ଠିତ

Sunil Chandra Nayak

ହଠାତ୍ ପଡି ଯାଇ ବୃଦ୍ଧା  ର ମୃତ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort