ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷାରେ ଧୋଇ ନେଲା ଅସ୍ଥାୟୀ ରାସ୍ତା

ଢେଙ୍କାନାଳ :କାମାକ୍ଷାନଗର_10/8/22-ଆଲୁଅଝରଣ- ଭାଲୁ ମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ତୁମୁସିଂହା ଠାରେ ଯୋଡ ଉପରେ ପୋଲ ନିର୍ମାଣ ହେଉଥିବାରୁ ଯାନବାହାନ ଚଳାଚଳ ପାଇଁ ଅସ୍ଥାୟୀ ରାସ୍ତାଟି ହୋଇଥିଲା। ଏହି ରାସ୍ତା ଉପରେ ଭାଲୁମୁଣ୍ଡା ଠାରୁ ତୁମୁସିଂହା ପର୍ଯ୍ୟନ୍ତ ସମସ୍ତ ଲୋକ ନିର୍ଭର କରିଥାନ୍ତି। ଗତକାଲି ବର୍ଷାରେ ରାସ୍ତାଟି ଧୋଇ ନେଇଥିବାରୁ ଜିଲ୍ଲା ସଦରମହକୁମା ଏକ ପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ରାସ୍ତା ଦେଇ କଟକ ଭୁବନେଶ୍ୱର ଯାଉଥିବା ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଯାତ୍ରୀମାନେ ହଇରାଣ ହୋଇଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜଳ, ଜମି ଜଙ୍ଗଲ କୁ ସୂରକ୍ଷା ଦେବା ପାଇଁ ପ୍ରସ୍ତୁତି ବୈଠକ

ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ଚୟନ

Sunil Chandra Nayak

ଦେଶବ୍ୟାପୀ ଦୁଇଦିନିଆ ଧର୍ମଘଟ: ରୁପ୍ରା ସମେତ ନର୍ଲା ଅଞ୍ଚଳରେ ବନ୍ଦ୍ ପ୍ରଭାବ ଶୁନ୍ୟ

Sunil Chandra Nayak

Leave a Comment

error: Content is protected !!