ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ପବିତ୍ର ରକ୍ଷାବନ୍ଧନ

ପବିତ୍ର ରକ୍ଷାବନ୍ଧନ

             ଅନ୍ନପୂର୍ଣ୍ଣା ସାହୁ

ରାକ୍ଷୀ ନୁହେଁ ଖାଲି ବଜାରର ସୂତା
        ରାକ୍ଷୀ ବନ୍ଧନର ଡୋରି।
ନିଭେଇ ପାରିଲେ ସେହି ବନ୍ଧନ କୁ
         ସେହି ଡୋରି ହୁଏ ବଜ୍ରସରି।
ଭାଇ ହାତେ ରାକ୍ଷୀ ବାନ୍ଧି କହେ ଭଉଣୀଟି
         ଭାଇ ସାହାହେବୁ ଯେ ମୋହରି।
ସବୁ ସୁଖ ଦୁଃଖ ପାଖେ ହେବୁ ଠିଆ
         କଥା ଦେହ ହାତେ ହାତ ରଖିକରି।
ତୁମୋ ସୁନଭାଇ ତୋର ଅଝଟ
          ସବୁ ସହିଯିବି ମୁହିଁ।
ଥରେ କଥା ଦେ ଏଇ ବନ୍ଧନଟି
          କେବେ ଭୁଲି ଯିବୁ ନାହିଁ।
ଯେତେ କାମ ଥାଉ ଦୌଡ଼ି ଆସିବୁ
          ତୁହି ମୋହରି ପାଶକୁ।
ବରଷକେ ଥରେ ରାକ୍ଷୀ ତୁ ବାନ୍ଧିବୁ
        ଭୁଲି ସବୁ ଯେ ରାଗରୁଷାକୁ
        ଭୁବନପୁର, ବାଲିଅନ୍ତା

Related posts

ରାଜା ଆର୍ତ୍ତରାଣ ଉଚ୍ଚ ବିଦ୍ୟାଳୟ ରେ ଉତ୍କଳ ଦିବସ ପାଳିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭାବଗ୍ରାହୀ

Sunil Chandra Nayak

ଜ୍ୟୋସ୍ନା ରାଣୀ ଦେବୀ ଙ୍କ କବିତା ଜନମ ଭୂଇଁ

Sunil Chandra Nayak

Leave a Comment

error: Content is protected !!