ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶିଷ୍ଟ ଶିକ୍ଷାବିତ ୰ଡଃ ଅକ୍ଷୟ କୁମାର ନନ୍ଦଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

 ଭବାନୀପାଟଣା-:  କଳାହାଣ୍ଡି ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ର ସଂଘ ତରଫରୁ ଆଜି ବିଶିଷ୍ଟ ଶିକ୍ଷାବିତ ୰ଡଃ ଅକ୍ଷୟ କୁମାର ନନ୍ଦଙ୍କ ବିୟୋଗରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବରେ ବିଶ୍ବବିଦ୍ୟାଳୟ କୂଳପତି ପ୍ରଫେସର ସଂଜୟ କୁମାର ଶତପଥୀ, କୂଳ ସଚିବ ପିତାମ୍ବର ଭୋଇ,ଡଃ ଅଜୟ ମିଶ୍ର, ଡଃ ବାବା ମିଶ୍ର, କୃଷ୍ଣବତାର ଦେଓ, ଜଗନ୍ନାଥ ମୁଣ୍ଡ ପ୍ରମୁଖ ଯୋଗଦେଇ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ । ଆଲୁମିନି ଆସୋସିଏସନ୍ ସାଧାରଣ ସମ୍ପାଦକ ଅବିନାଶ ଠାକୁର ପରିଚାଳନା କରିଥିବା ଏହି କାର୍ଯ୍ୟକ୍ରମରେ ପୂର୍ବତନ ମ୍ୟୁନିସିପାଲଟି ଅଧ୍ୟକ୍ଷ ଆଦିତ୍ୟ ନନ୍ଦ, ପିଜି କାଉନସିଲ ଅଧ୍ୟକ୍ଷ ମେଜର ଜୟଦେବ ସାହୁ, ଡଃ ପ୍ରଶନ୍ନ ଦଣ୍ଡସେନା, ଅଜୟ ପଣ୍ଡା, ମଣ୍ଟୁ ନାଏକ,କୈଶବ ବିହାରୀ, ସୁମନ ରଥ, ହରଜିନ୍ଦର ସିଂ, ସିମାଞ୍ଚଳ ମିଶ୍ର, ଅଶୋକ ପାତ୍ର, ବିଜୟ ସାହୁ, ତ୍ରିଲୋଚନ ପାଣିଗ୍ରାହୀ, ସତ୍ୟନାରାୟଣ ସିଂ,ରବି କାନୁନଗୋ, ସତ୍ୟନାରାୟଣ ମହାପାତ୍ର, ଖୁସବୁ ଅଗ୍ରୱାଲ,ମନିଦ୍ର ମହାନ୍ତି ସୁନିଲ ମୁଣ୍ଡ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ବାସନ୍ତୀ ପରିଷଦ ପଡିଆକୁ ସଂକୁଚିତ କରିବା ପାଇଁ ଉଦ୍ୟମକୁ ନେଇ ଉଦବେଗ

Sunil Chandra Nayak

ଜୁନାଗଡ ରେ ହନୁମାନ ଜୟନ୍ତୀ ରେ ବିଶାଳ ଶୋଭାଯାତ୍ରା

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ମା

Leave a Comment

error: Content is protected !!