ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡି ରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଚନ୍ଦାହାଣ୍ଡି(୧୩/୮ ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସ୍ଥିତ ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ହିମାଂଶୁ ରଞ୍ଜନ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତ ରେ ୪ ଗୋଟି ଫୌଜଦାରୀ ମାମଲା ର ଫୈସଲା ହୋଇ ଥିବା ବେଳେ ୧୦ ଗୋଟି ବ୍ୟାଙ୍କ ସମ୍ବନ୍ଧୀୟ ମାମଲା ର ଫୈସଲା ହୋଇଥିଲା । ଏହି ଲୋକ ଅଦାଲତ ଏପିପି ସତିଶ ଚନ୍ଦ୍ର ନାୟକ, ଆଇନଜୀବୀ ମହମ୍ମଦ ହୁସେନ,ହୁମେଶ୍ବର ହଂସ, କୋର୍ଟ କର୍ମଚାରୀ କେଶରୀ ମନହିରା,ସର୍ବେଶ୍ବର ପୁଜାରୀ,ଆଶିଷ କୁମାର ସାହୁ, ଭରତ ଦାସ,ବୃନ୍ଦାବନ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଲୋକସଭା ସାଂସଦଙ୍କ ପ୍ରତିନିଧି ହେଲେ ଲକ୍ଷ୍ମୀଧର ସନ୍ତୋଷରାୟ

Sunil Chandra Nayak

ଦୁଇ ବାଇକ୍ ମୁହାଁ ମୁହିଁ ,ଜଣେ ମୃତ ,ଦୁଇ ଗୁରୁତର 

Sunil Chandra Nayak

ରାଇରଙ୍ଗପୁର ସତସଙ୍ଗ ବିହାର ଆନୁକୁଲ୍ୟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ତମ ଜନ୍ମ ମହା ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!