ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖରିଆର ଠାରେ ଜୟ ମାତାଦି ଗ୍ରୁପ ତରଫରୁ ୭୬ ତମ ଆଜାଦି କି ଅମୃତ ମହୋତ୍ସବ ଜୋର ସୋର ରେ ପାଳନ

ନୂଆପଡା ଜିଲ୍ଲା ଖରିଆର ,ଏନେସି ଅନ୍ତର୍ଗତ ଜୟ ମାତାଦି ଗ୍ରୁପର ପକ ୭୬ ତମ ଆଜାଦି କା ଅମୃତ ମହୋତ୍ସବ ବହୁ ଆଡ଼ମ୍ବରରେ ପାଳନ କରି ଖରିଆର ନଗର ରେ ୯୦୦ ମିଟର ର ତୀରଙ୍ଗା ପତାକା ଲଗାଇ ଥିଲେ ଓ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଖଡ଼ିଆଳ ନଗର ପାଳ ଉଜ୍ଜଳ କୁମାର ଗୁପ୍ତା ପତାକା ଉତ୍କଳନ କରିଥିଲେ ।ଏହି ଗ୍ରୁପ ର ସଭାପତି ଓଁମ ପ୍ରକାଶ ଅଗ୍ରୱାଲ, ଉପ ସଭାପତି କମଳ ବର୍ମା, କୋଷାଧ୍ୟକ୍ଷ ନୀତେଶ ତ୍ରିବେଦି, ମହେନ୍ଦ୍ର ୟାଦବ, ପ୍ରବୀନ ତ୍ରିବେଦି, ଲଖମଣ ଦୁରିଆ, ଶ୍ରବଣ କୁମାର ସୋନୱାନି, ଦୀପକ ବର୍ମା, ମୁରଲୀ ସାହୁ, ପ୍ରଶାନ୍ତ ମିଶ୍ର, ଗଣେଶ ସାହୁ, ଅର୍ଜୁନ ପ୍ରଧାନୀ, ରଜତ ବର୍ମା, ନିଖିଳ ବାଗ, ବିକି ପାଣ୍ଡେ, ଅନିଲ କୁମାର ନାଇଖୋର, ବିଶାଳ ୟାଦବ, ମୁନା, ଗଣପତି, ପରମା, ଅନଭେସ, ସୋନୁ ସେନ, ଗୋଲୁ ସେନ, ବିକାଶ ବର୍ମା, ଆୟୁଷ ପାଣ୍ଡେ, ଡିଙ୍କୁ, ପପ୍ପୁ ୟାଦବ, ରୋଶନ ସାହୁ, ଓ ଜୟ ମାତାଦି ଗ୍ରୁପର ସମସ୍ତ ଭାଇ ମାନେ ମିଶି ଆଜାଦି କା ଅମୃତ ମହୋତ୍ସବ ପାଳନ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ନୂଆଖାଇ ଜୁହାର

Sunil Chandra Nayak

ଦୁର୍ଘଟଣା କୁ ହାତଠାରି ଡାକୁଛି ମୁଣ୍ଡରା ନଦୀ ବ୍ରିଜ ର ଫାଟ, ଜାତୀୟ ରାଜପଥ ବିଭାଗ ନିଦାବିଷ୍ଣୁ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଚିନ୍ତନ

Sunil Chandra Nayak

Leave a Comment

error: Content is protected !!