ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷାରେ ବରଦେଇ ଗ୍ରାମର ଦୁଇ ବଖରା ଘର କାନ୍ଥ ପଡିବାରୁ ପରିବାର ଲୋକେ ହନ୍ତସନ୍ତ

ନବରଙ୍ଗପୁର –(ମନିସ) ନବରଙ୍ଗପୁର୍ ଜିଲ୍ଲା ଡାବୁଗାଁ ବ୍ଲକ ପାଖ ପଡୋଶୀ ପାପଡାହାଣ୍ଡି ବ୍ଲକର ଚେର୍ଚେଟା ଗ୍ରାମ ପଞ୍ଚାୟତ ବରଦେଇ ଗ୍ରାମର ଜୋସେଫ୍ ଟାକ୍ରି ଙ୍କ ଦୁଇ ବଖରା ଘରର ପଛପଟ କାନ୍ଥ ଲଗାଣ ବର୍ଷାରେ ଭାଙ୍ଗି ଜାଇ ବାସହରା କରିଦେଇଛି।ସେ ଅତ୍ୟନ୍ତ ଗରିବ ଲୋକ ହୋଇ ଥିବାରୁ ଘର ତିଆରି କରିବା ସମ୍ଭବ ନାହିଁ।ଏଣୁ ସରକାରୀ ସହୟତା ଜରୁରୀ ହୋଇପଡିଛି।ଏଥିନେଇ ପ୍ରଶାସନିକ ସ୍ତରରେ ତୁରନ୍ତ ପଦକ୍ଷେପ ନେଇ ଗରିବ ପରିବାରକୁ ସରକାରୀ ସହାୟତା ଜୋଗାଇଦେବାକୁ ଜନସାଧାରଣରେ ଦ୍ରୁଢ ଦାବି ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଜନରଞ୍ଜନପ୍ରଧାନ ଙ୍କ କବିତା ଶରଣ

Sunil Chandra Nayak

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ବାର୍ଦ୍ଧକ୍ୟ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ତୃତୀୟ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!