ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ଜନ ସାଧାରଣଙ୍କ ସେବା କରିବାର ଝୁଙ୍କ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ,ସବୁବେଳେ ଚର୍ଚ୍ଚାରେ

ନବରଙ୍ଗପୁର –(ମନିସ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀରଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ନିର୍ବାଚନ ମଣ୍ଡଳୀରେ କେତେବେଳେ କେଉଁ ଭଳି ସେବା ଲୋକଙ୍କର ଦରକାର ତାହାକୁ ଚିନ୍ତା କରି ସେବା ଜୋଗାଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି।ଏବେ ତାଙ୍କରି ପଥକୁ ଅନୁସରଣ୍ କରିଚଲିଛନ୍ତି ଅନ୍ୟ ବିଧାୟକ ମାନେ। କେତେବେଳେ ଲୋକମାନଙ୍କୁ ଡ୍ରେସ୍,ଟାଉଲ୍,ମହିଳାମାନଙ୍କୁ ଶାଢି,ଶୀତଦିନେ ଚାଦର,ଚାଷ ସମୟରେ ରେନ୍ କୋଟ୍,ଛତା,ସୁଖିଲା ଖାଦ୍ୟ ଦିଅନ୍ତି ଓ ଧାନ କାଟିବାବେଳେ ଦାଆ,ଲୋକମାନଙ୍କୁ ଦେଇ ଆତ୍ମ ସନ୍ତୋଷ ପାଇଥାଆନ୍ତି। ସେ ଚାହାନ୍ତି,ତାଙ୍କ ନିର୍ବାଚନ ମଣ୍ଡଳୀ ଲୋକେ ଭଲରେ ରୁହନ୍ତୁ।ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗ୍ରାମରେ ପହଞ୍ଚିଏହି ସବୁ କାର୍ଜ୍ୟକରି ଲୋକଙ୍କ ଠାରେ ପ୍ରିୟ ଭାଜନ ହୋଇପାରିଛନ୍ତି ବୋଲି ତ ସିଏ ଲୋକପ୍ରିୟ ବିଧାୟକ।ଏବେ ବିଧାୟକ ଲଗାତର ବର୍ଷାରେ କାନ୍ଥ ପଡି ଜାଇ ଥିବା,ଛପର ଉଡି ଜାଇ ଥିବା ବାସହରା ପରିବାରଙ୍କ ପାଖରେ ପହଞ୍ଚି ତାଙ୍କ ଦୁଖରେ ସାମିଲ ହୋଇ ପଲିଥିନ୍ ଓ ସୁଖିଲା ଖାଦ୍ୟ ଦେଇ ଆହୁରି ଚଚ୍ଚା ପରିସରକୁ ଟାଣି ହୋଇ ଆସୁଛନ୍ତି। କି ଖରା, କି ବର୍ଷା,କି ଶୀତ କୁ ଖାତିର ନ କରି ସବୁବେଳେ ବିଧାୟକ ତାଙ୍କ କର୍ମିମାନଙ୍କୁ ଧରି ଜନସେବାରେତାଙ୍କ ନିର୍ବାଚନ ମଣ୍ଡଳୀ ବୁଲି ସେବା କରି ଚଲିଛନ୍ତି।ବିଧାୟକ ହେବତ ଡାବୁଗାଁ ବିଧାୟକ ପରି ହୁଅ ବୋଲି ନିର୍ବାଚନ ମଣ୍ଡଳୀ ଲୋକେ କୁହନ୍ତି।ଏବେ ଘରେ ଘରେ ପହଞ୍ଚାଉଛନ୍ତି ବାସହରା ପରିବାରକୁ ପଲିଥିନ୍ ଓ ସୁଖିଲା ଖାଦ୍ୟ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

ଶ୍ରୀନିବାସ ପଣ୍ଡା ଙ୍କ ଜଗନ୍ନାଥ ଜଣାଣ

Sunil Chandra Nayak

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମା ତାରିଣୀ ମନ୍ଦିରରେ ଗାଡି ପୂଜା

Sunil Chandra Nayak

Leave a Comment

error: Content is protected !!