ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସାମାଜିକ କର୍ମୀ 

ରାଇଘର ୧୬:୦୮:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ଠାରେ ଜଣେ ଯୁବକ ଲଗାଣ ବର୍ଷା ସମୟରେ ରାସ୍ତା ଉପରେ ବହୁ ସମୟ ଧରି ପଡିଥିବା ବେଳେ ଅବସ୍ଥା ଗୁରୁତର ଥିବା ସମୟରେ କିଛି ସାମଜିକ କର୍ମୀ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ l ରାଇଘର ସଦର ମହକୁମା ତହସିଲ କାର୍ଯ୍ୟାଳୟ ଠାରୁ ଅଗ୍ନିଶ୍ରମ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଯୁବକ ରାସ୍ତା ଉପରେ ଦୀର୍ଘ ସମୟ ଧରି ପଡି ରହିଥିଲା l ରାସ୍ତାରେ ଯାତାୟତ କରୁଥିବା କିଛି ପଥଚାରୀ ଘଟଣା ଦେଖି ୧୦୮ ଆମ୍ବୁଲେନ୍ସ କୁ ଖବର ଦେଇଥିଲେ କିନ୍ତୁ ଏଠାରେ ଥିବା ୧୦୮ ଆମ୍ବୁଲେନ୍ସ ଅନ୍ୟ ଏକ ଘଟଣାରେ ଯାଇ ଥିବାରୁ ଘଟଣା ସ୍ଥଳରେ ପହଞ୍ଚି ପାରିନଥିଲା l ତେବେ ବର୍ଷାରେ ଭିଜି ସଂପୃକ୍ତ ଯୁବକର ଅବସ୍ଥା ଜଟିଳ ହେଉଥିବା ଦେଖି ରିଜୁଆନ ଅଲିଙ୍କ ପରିବାର ତରଫରୁ ଉକ୍ତ ଯୁବକକୁ ରାସ୍ତାରୁ ଉଠାଇ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ନେଇ ରଖିବା ସହ ପୋଛା ପୋଛି କରି ଘୋଡାଇବା ବ୍ୟବସ୍ଥା କରିଥିଲେ l ଘଟଣା ସ୍ଥଳରେ ରିଜୁଆନ ଅଲି ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଗ୍ରାମର କିଛି ଯୁବକ ଙ୍କୁ ଅବଗତ କରିବା ପରେ ଘଟଣା ସ୍ଥଳରେ ଭବାନୀ ନାୟକ ସମ୍ପାଦକ ଲଳିତ ମୋହନ ନାୟକ, ସଞ୍ଜୟ ନାୟକ ସହ ଇର୍ଫାନ୍ ଅଲି,ମୁସ୍ତାଫା ଖାନ, ଯେସେ ହରିଜନ ସହଯୋଗରେ ଏକ ଗାଡି ଦ୍ବାରା ରାଇଘର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରାଇଥିଲେ l ଘଟଣା ସମ୍ପର୍କରେ ରାଇଘର ଥାନା ଅଧିକାରୀ ଟଙ୍କ ଗିରି ଭୋଇଙ୍କୁ ଅବଗତ କରାଯିବା ସହ ଡକ୍ଟର ରୁପେସ ଢ଼ାଲି ଚିକିସ୍ସା କରିଥିଲେ l ତେବେ ସମ୍ପୃକ୍ତ ଯୁବକର ନାକ ଓ ମୁଣ୍ଡରେ ରକ୍ତ ବାହାରୁଥିବା ବେଳେ ବର୍ଷା ଥଣ୍ଡା ଯୋଗୁଁ ଆଉ କିଛି ସମୟ ଏଭଳି ପଡି ରହିଥିଲେ ସଠିକ୍ ସମୟରେ ଉଦ୍ଧାର ହୋଇଥିବା ଯୋଗୁଁ ବର୍ତମାନ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଡକ୍ଟର ପ୍ରକାଶ କରିଛନ୍ତି l ଅନ୍ୟପଟେ ଯୁବକ ଜଣକ କଥା କହି ପାରୁ ନ ଥିବା ବେଳେ ମେଡିକାଲ୍ ରେ ଭର୍ତ୍ତି ପରେ ନିଜର ପରିଚୟ ସଂପର୍କରେ କହିବା ପରେ ଇଶ୍ବର ଯାନି ଘର ଡାବୁଗାଁ ବ୍ଲକର ପରଜା ସାହି ବୋଲି ଅବଗତ କରିଥିଲେ କିନ୍ତୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିଚୟ ଦ୍ବାରା ସଂପୃକ୍ତ ପରିବାରବର୍ଗ ହସ୍ତାନ୍ତର କରିବାକୁ ଚେଷ୍ଟା କରିଥିଲା l ମାନସିକ ସ୍ଥିତି ଖରାପ ଯୋଗୁଁ ଯୁବକ ଜଣକ ଏଭଳି ପଡି ରହିଥିଲା ତେବେ ସଂପୃକ୍ତ ଯୁବକ କିଭଳି ରାଇଘର ଆସି ପହଞ୍ଚିଲେ l ଯେଉଁ ପରିଚୟ ଦେଇଛି ତାହା ଠିକ୍ ନା ଭୁଲ୍ ଡାବୁଗାଁ ନା ଅନ୍ୟ ଅଞ୍ଚଳରୁ ଯୁବକ ଆସିଛି ତାହା ଜଣାପଡିନାହିଁ l ଅନ୍ୟପଟେ ତଳେ ପଡି ଯାଇ ଖଣ୍ଡିଆ ହୋଇଥିବା ପୋଲିସ୍ ଅନୁମାନ କରୁଛି l ମେଡିକାଲ୍ ଠାରେ ଭର୍ତ୍ତି ପରେ ସଂପୃକ୍ତ ଯୁବକ ପାଇଁ ଖାଇବା ନିମନ୍ତେ ହୋଟେଲରୁ ଖାଦ୍ୟ ଆଣି ଦେଇଥିଲେ ସାମଜିକ କର୍ମୀ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ବିଜୁ ଯୁବ ଛାତ୍ର ଜନତା ଦଳ ଓ ଭବାନୀ କ୍ଲବ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ 

Sunil Chandra Nayak

କଳାହାଣ୍ଡି ଓକିଲ ସଂଘ ର ସୁବ୍ରତ ସଭାପତି ଏବଂ ଅଶ୍ୱିନୀ ସମ୍ପାଦକ ରୂପେ ନିର୍ବାଚିତ

Sunil Chandra Nayak

ଦଶ ଦିନାତ୍ମକ ଦୁର୍ଗାପୂଜା ପାଇଁ  ଲଡୁଗାଁ ରେ କଳସ ଯାତ୍ରା 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort