ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଚେତନ ନାଗରିକ ମଞ୍ଚ ତରଫରୁ ସ୍ବାଧୀନତା ଦିବସ ପାଳନ

ରାଉରକେଲା/ ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ସ୍ବାଧୀନତା ଦିବସ ପାଳନ ସେକ୍ଟର ୫ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଂଚର ସାଧାରଣ ସଂପାଦକ ପି ପି ରାୟଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଡାକ୍ତର ଫକୀର ଚରଣ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ଆମ ସମ୍ମୁଖରେ ଥିବା ଆହ୍ବାନ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଡାକ୍ତର ୟୁ ସି ଜେନା,ଚିତ୍ତରଞ୍ଜନ ଦାସ,ଜଗବନ୍ଧୁ ଜେନା,ଉପେନ୍ଦ୍ର ନାୟକ, ରାଜୀବ ଧଳ, ମୀନତି ଦେବତା,ହରିହର ବେହେରା,କୁଞ୍ଜବିହାରୀ ରାଉତ, ଭୁବନାନନ୍ଦ ବେହେରା,ଡା ବସନ୍ତ ଦାସ,ନିରଞ୍ଜନ ଦାସ, ରାଜକିଶୋର ମିଶ୍ର, ରମେଶ ଚନ୍ଦ୍ର ସେଠୀ,ରମେଶ ମହାନ୍ତି, ସୁରେନ୍ଦ୍ର ଦାଶ, ସୁରେନ୍ଦ୍ର ରାଉତ,ଶଶଧର ପାତ୍ର, ଜଟାଧାରୀ ମାଝୀ, ଅମୂଲ୍ୟ ଚରଣ ବରାଳ,ଘନଶ୍ୟାମ ସୁନା,ଶାନ୍ତନୁ ମୁଦୁଲି, ବି ଏନ ସାହୁ,ମନୋରଞ୍ଜନ ଦାଶ,ସୁବ୍ରତ ମଲ୍ଲିକ, ଚନ୍ଦ୍ର କାନ୍ତ ବିଶ୍ବାଳ,ଅନ୍ତର୍ଯ୍ୟାମୀ ଦାସ,ପ୍ରକାଶ ଚନ୍ଦ୍ର ଦାସ,ଗୁରୁ ଚରଣ ଦାସ ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଶୃଙ୍ଖଳିତ ଟ୍ରଫିକ୍ ଓ ପାକିଂ ବ୍ୟବସ୍ଥା ନିମନ୍ତେ ବୈଠକ ଅନୁଷ୍ଠିତ 

Sunil Chandra Nayak

ଶସ୍ତା ହେଲା ଖାଇବା ତେଲ,ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି

Sunil Chandra Nayak

ସରସ୍ବତୀ ବିଦ୍ୟାପୀଠ ସ୍କାଉଟଗାଇଟ ଓ ଜୁନିଅର ରେଡକ୍ରସ ର ଦୀକ୍ଷାନ୍ତ ସମାରୋହ

Sunil Chandra Nayak

Leave a Comment

error: Content is protected !!