ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଡ଼ିଏସଚାଉଳ ଯୋଗାଣଗାଡି ଭାରସାମ୍ୟ ହରାଇବାରୁ ପଞ୍ଚାୟତ ଫାଟକ ନଷ୍ଟ

ଗୋଳାମୁଣ୍ଡା/୨୪/୮/ମସିହା/ଖମାର ହଳଦୀ ଗ୍ରାମ ପଞ୍ଚାୟତ ରେ ପିଡ଼ିଏସ ଚାଉଳ ଯୋଗାଣ କରୁଥିବା ORO8D-9249ଟ୍ରକଡ୍ରାଇଭର ଭାରସାମ୍ୟ ହରାଇବା ଦ୍ୱାରା ପଞ୍ଚାୟତର ଫାଟକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ କାହାରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ, ଘଟଣା ସ୍ଥଳରେ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର କୁମାର ମୁଣ୍ଡ, ଜିଆରଏସ ମଧ୍ୟ ପହଞ୍ଚି ଥିବାବେଳେ ସାଧାରଣ ଲୋକ ମାନେ ରୁଣ୍ଡ ହୋଇ ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ,ନିରପେକ୍ଷ, ନିର୍ଭୟ ପ୍ରଗତିଶୀଳ ମସିହା

Related posts

ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

ପ୍ରାକ୍ତନ ଛାତ୍ରସଂସଦ ତରଫରୁ ଆଇନ ମହାବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!