ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ପୁରଣା ବିଲ୍ଡିଂଗ ଠାରେ ସର୍ବ ସାଧାରଣ ଶୌଚାଳୟ,ପରିଶ୍ରାଗାର ଉଦଘାଟିତ

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ପୁରଣା ବିଲଡିଙ୍ଗ ଠାରେ ସର୍ବ ସାଧାରଣ ଶୌଚାଳୟ,ପରିଶ୍ରାଗାର ଉଦଘାଟିତ ହୋଇଯାଇଅଛି। ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜନତା ଶୌଚାଳୟ ଜନତାଙ୍କ ସ୍ଵଚ୍ଛତା ଏବଂ ନିର୍ମଳ ପରିବେଶ ରେ ସହାୟକ ହେବ। ଏହାର ବ୍ୟବହାର ପାଇଁ ସଚେତନ ହେବା ଆବଶ୍ୟକ ଅଟେ।ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ନମ୍ବର ୦୩ ସଭ୍ୟା ରାଜରାଣୀ ପଟ୍ଟନାୟକ, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଏବଂ ସ୍ଵଚ୍ଛତା ଅଧିକାରୀ ରାଜୀବ, ରିତେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର ବ୍ଳକର ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଦାସିଗାଁ ପେକ୍ସ ସଭାପତି ନିର୍ଦ୍ୱନ୍ଦରେ ନିର୍ବାଚିତ ପରେ ଦାୟିତ୍ୱ ଗ୍ରହଣ

ସମାଜସେବୀ ଙ୍କ ଉଦ୍ୟମ ବଳରେ ମାନଝରି ଗାଁ ରେ ଲାଗିଲା ଟ୍ରାନ୍ସଫରମର   

Sunil Chandra Nayak

Leave a Comment

error: Content is protected !!