ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖ୍ରୀଷ୍ଟୀୟ।ନ ସମ।ଜର ସଭା ଅନୁଷ୍ଠିତ

କୋଷଗୁମୁଡା୨୯/୦୮/୨୦୨୨ କୋଷ।ଗୁମୁଡ। ବ୍ଳକ ଖ୍ରୀଷ୍ଟୀୟ।ନ ସମ।ଜର ଏକ ସଭା ଅନୁଷ୍ଠିତ ହୋଇଯାଇଛି । କୋଷାଗୁମୁଡା ବ୍ଲକ ବଡ଼ ଅମଡ଼ା ପଞ୍ଚାୟତ ହଳଦୀଗୁଡା ଗ୍ରାମରେ ଖ୍ରୀଷ୍ଟାୟାନ ସମାଜ ର ଏକ ସଭା ରବିବାର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସ।ଧ।ରଣ ସମ୍ପ।ଦକ ରିଙ୍କୁ ଶିଷକ କୋଷାଗୁମୁଡା ଖ୍ରୀଷ୍ଟୀୟ।ନ ସମ।ଜର ଇତିହାସ ସମ୍ବନ୍ଧରେ ଆଲୋକପାତ କଲେ ଏବଂ ପ।ଳକ ଉଲିୟମ ସିଫ। ସମସ୍ତଙ୍କୁ ଶାନ୍ତି କଥା କହି ଉଦ୍ଵବଧନ ଦେଲେ। ଉପସଭାପତି ରେଭ୍.କିଶୋର ଚନ୍ଦ୍ର ଚାଲକି ଏକତ।ର ବଳ ସମ୍ବନ୍ଧରେ ଵ।କୟ ପ୍ରଚାର କଲେ ଏବଂ ସମସ୍ତଙ୍କୁ ଏକତାର ସୂତ୍ରରେ ଆବଦ୍ଧ ହୋଇ ଏକ ସ୍ୱଚ୍ଛ, ନିର୍ମଳ ସମ।ଜ ଗଠନ କରିବା ନିମନ୍ତେ ଆହ୍ବାନ   କଲେ, ସମ୍ବିଧାନର ପ୍ରଦତ୍ତ ଅଧିକାର ସମ୍ବନ୍ଧରେ ଅବଗତ କରାଇ ନିଜ ଅଧିକାର ଉପଲବ୍ଧ କରିବା ନିମନ୍ତେ ର।ଜର।ସ୍ତ।ରେ ଓଲେଇଵ। ପାଇଁ ଡ଼ାକର। ଦେଲେ । ଜ।ତି ପ୍ରମ।ଣପତ୍ର‌ ନ ପ।ଇ ହରିଜନ ଲୋକମାନେ ସ୍କୁଲ, ହଷ୍ଟେଲ,ଚ।କିରି କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ସରକାର ଏହାର ସମାଧାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।ସଭାକୁ କୋଷ।ଧ୍ୟକ୍ଷ ଫୁଲଚନ୍ଦ ପ।ଣି ଶେଷ ପ୍ରାର୍ଥନା କରି ସମ।ପ୍ତ କଲେ ।         ଖ୍ରୀଷ୍ଟିଆନ    ସମ।ଜର କର୍ମକର୍ତ୍ତା     ଅର୍ଥ।ତପ।ଳକ ପିତମ, ପ୍ରଫୁଲ୍ଲ, ଵ।ମନ, ଇନ୍ଦ୍ର, ଚକ୍ରି, ର।ମସ।ୟ, ଲ।ଏବ।ନ୍, ମଙ୍ଗଲଦ।ନ, ଦୟ।ଳୁ, ଭଦ୍ରବ୍ୟକ୍ତି ଏବଂ ସମ।ଜର ବ୍ୟକ୍ତି ବିଶେଷଗଣ ଉପସ୍ଥିତ ଥିଲେ ।।

Related posts

ମୃତ୍ୟୁ ପ୍ରମାଣ ପତ୍ର କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଥୁଆମୂଳ ରାମପୁର ସିଏଚସି ର ଜୁନିୟର ଆସିଷ୍ଟାଣ୍ଟ ଏମ ଦିବ୍ଯଜ୍ଯୋତି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ।। କାଳି ଆପାଇଁ।।

Sunil Chandra Nayak

ରଥଯାତ୍ରା ରେ ଅଘଟଣ ,ରଥ ଚକତଳେ ଚାପି ହୋଇ ଜଣକ ଙ୍କ ହାତ କଟିଲା

Leave a Comment

error: Content is protected !!