ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିଜିଲାନ୍ସ ଜାଲରେ ଢେ଼ଙ୍କାନାଳ ଡିଏସପି ଅଭିନବ ଡ଼ାଳୁଆ 

ଢେ଼ଙ୍କାନାଳ -: ଆଜି ଅର୍ଥାତ 30.08.2022 ରେ ଶ୍ରୀ ଅଭିନବ ଡାଲୁଆ, ଡିଏସପି ତଥା ସଦର ଥାନା ଦାୟୀତ୍ବ ରେ ଥିବା ବେଳେ ପରିବହନ ବ୍ୟବସାୟକୁ ସୁଗମ କରିବା ପାଇଁ ଅଭିଯୋଗକାରୀ (କୋଇଲା ପରିବହନକାରୀ) ଙ୍କ ଠାରୁ 30,000 / – ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ସମୟ ରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି।  ତତ୍ ସହ ଶ୍ରୀ ଡାଲୁଆ ଙ୍କ ଠାରୁ ନଗଦ ୩0,000 / – ଟଙ୍କା ଜବତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀଯୁକ୍ତ ଡାଲୁଆଙ୍କ ସରକାରୀ ବାସ ଭବନ ଓ ପୈତୃକ ଗୃହ ଜଟଣୀ ରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।ଏହିପରି ଭାବେ 8 ଟି ସ୍ଥାନରେ ଭିଜିଲାନସ୍ ପକ୍ଷରୁ ଏକକାଳୀନ ଅନୁସନ୍ଧାନ ଚାଲିଛି |ଏହି ସଂପର୍କରେ, ଭିଜିଲାନ୍ସ ସେଲ୍ PS କେସ୍ ନଂ 6 ତାରିଖ 29.08.2022 u / s 7 P.C ସଂଶୋଧନ ଅଧିନିୟମ, 2018 ପଞ୍ଜିକୃତ ହୋଇଛି। ଏତଦ୍ ବ୍ୟତୀତ ଶ୍ରୀ ଡାଲୁଆଙ୍କ ବିରୋଧରେ ଅନୁସନ୍ଧାନ ଚାଲିଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

କୋକସରା ପଞ୍ଚାୟତ ରେ ସର୍ଵ ସାଧାରଣ ସମ୍ପତ୍ତି ନିଲାମ ବୈଠକ ଅନୁଷ୍ଠିତ

Sunil Chandra Nayak

ଅସନ୍ତୁଷ୍ଟ ଝାଡ଼ଖଣ୍ଡ ମୁକ୍ତିମୋର୍ଚା କର୍ମିଙ୍କ ବିଭିନ୍ନ ସମସ୍ୟା ନେଇ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବୈଠକ

Sunil Chandra Nayak

ମୁକ୍ତ ଚେସ୍ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!