ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ସ୍ପୋର୍ଟସଆସୋସିଏସନ୍ ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା/ରାଉରକେଲା ସ୍ପୋର୍ଟସ ଆସୋସିଏସନର ଉପ ସଭାପତି ଭାସ୍କର ନନ୍ଦଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନୂଆଁ ଖାଇ ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପୁଷ୍ପ ଗୁଛ ଦେଇ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେେ । ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ଖେଳ ସଂପର୍କରେ ଆଲୋଚନା କରିବା ସଂଗେ ସଂଗେ ସର୍ବ ଭାରତୀୟ ବିଜୁ ପଟ୍ଟନାୟକ ଫୁଟବଲ ପ୍ରତିଯୋଗିତା ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଲେ। ଏଇ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର ସର୍ବଶ୍ରୀ ଆଲୋକ ବୋଷ, ସୁବାଷ ପଣ୍ଡା, କେଶବ ପ୍ରଧାନ, ରାମ ଗୌଡ, ରଂଜତ ସାହୁ, ଅମରନାଥ ଜେନା, କାର୍ତ୍ତିକ ଖଣ୍ଡୁଆଳ, ମହେନ୍ଦ୍ର ସାହୁ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଟ୍ରକରେ ପିଟି ହୋଇ ଜଣେ ମୃତ୍ୟୁ,ଦୁଇ ଆହତ

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ଭାବଗ୍ରାହୀ ଭଗବାନ 

Sunil Chandra Nayak

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ସମ୍ମାନଜନକ ଡି.ଲିଟ୍  ଡିଗ୍ରୀ         

Sunil Chandra Nayak

Leave a Comment

error: Content is protected !!