ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଙ୍ଗାଳି କଲୋନୀ ଅଙ୍ଗନୱାଡି କେନ୍ଦ୍ର ରେ ମନମୁଖୀ ଶାସନ 

ଢେଙ୍କାନାଳ: କାମାକ୍ଷାନଗର ବ୍ଲକ ର କାମାକ୍ଷାନଗର ଏନ୍ ଏ ସି ସ୍ଥିତ ଆଳତୁମା ସରକାରୀ ବିଦ୍ୟାଳୟ ପାଖରେ ଥିବା ରେଙ୍ଗାଳି କଲୋନୀ ଅଙ୍ଗନୱାଡି କେନ୍ଦ୍ର ରେ ଅଙ୍ଗନ ୱାଡି ଦିଦି ଙ୍କ ମନମୁଖୀ ଶାସନ ନଜର କୁ ଆସିଛି। ସୂଚନା ଅଛି କି ଯେ ରେଙ୍ଗାଳି କଲୋନୀ ୱାର୍ଡ ନଂ ୯,୧୦ ର କୁନାକୁନି ପିଲାମାନେ ପନ୍ଦର ଜଣ ପିଲା ସେଠାକୁ ପାଠ ପଡ଼ିବାକୁ ଆସନ୍ତି କିନ୍ତୁ ସଂପୃକ୍ତ ଦିଦି ଦୈନିକ ଏକ ଘଣ୍ଟା ଅଙ୍ଗନୱାଡି କେନ୍ଦ୍ର ଖୋଲୁ ଥିବାରୁ ଅଭିଭାବକ ମାନେ ଆଉ ପିଲାମାନଙ୍କୁ ଅଙ୍ଗନୱାଡି କେନ୍ଦ୍ର କୁ ପଠାଇ ନାହାନ୍ତି l ଦିନ ୧୧ ଟା ବେଳେ ଅଙ୍ଗନୱାଡି କେନ୍ଦ୍ର ଖୁଲୁଛନ୍ତି ଓ ୧୨ ଟା ବେଳେ ବନ୍ଦ କରୁଛନ୍ତି l ଦିଦି ଙ୍କ ଏହିଭଳି ମନମୁଖୀ କାର୍ଯ୍ୟକଳାପ ଦେଖି କାମାକ୍ଷାନଗର ବୁଦ୍ଧିଜିବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ତତ୍ ସଙ୍ଗେ ସ୍ଥାନୀୟ ଲୋକେ ଏପରି କାର୍ଯ୍ୟ କୁ ନାସସନ୍ଦ କରୁଛନ୍ତି।

କାମାକ୍ଷନଗରର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଜୟ କୁମାର ମିଶ୍ର  ଙ୍କ କବିତା ଏକା ତୁମ ପାଇଁ

Sunil Chandra Nayak

ଆସନ୍ତା ଜୁନ ମାସ ୧୭ ତାରିଖଠାରୁ କାର୍ଯ୍ୟକ୍ଷମ ହେବ ୬୪ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ: ଗଣଶିକ୍ଷା ମନ୍ତ୍ରୀ

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ଶାମୁକା ସ୍ମତିରେ

Sunil Chandra Nayak

Leave a Comment

error: Content is protected !!