ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର_ଜୟପୁର ରେଳ ପ୍ରକଳ୍ପ ଡିସେମ୍ବର ୨୦୨୫ରେ କାମ ସରିବା ନେଇ ସନ୍ଦେହ ?

ନବରଙ୍ଗପୁର —-(ମନିସ) ଓଡ଼ିଶାର ୩ରେଳ ପ୍ରକଳ୍ପ କାର୍ଯ୍ୟ ର ମୂଲ୍ୟ ଭାଗବଣ୍ଟା ଛିଣ୍ଢୁ ନ ଥିବାରୁ ଏହାର ଅଗ୍ରଗତି ନୈରାଶଜନକ ହୋଇଛି। ଏଥିରେ ବଲାଙ୍ଗୀରୀ- ଖୋର୍ଦ୍ଧା ରୋଡ଼, ମାଲକାନଗିରି _ଜୟପୁର ଓ ନବରଙ୍ଗପୁର ନୂତନ ରେଳଲାଇନ୍ ପ୍ରକଳ୍ପ ରହିଛି।ଏହି ମର୍ମରେ ସୂଚନା ଅଧିକାର କର୍ମୀ ସତ୍ୟପ୍ରକାଶ ବେହେରାଙ୍କ ଆବେଦନ ଉପରେ ପୂର୍ବତଟ ରେଳପଥର ଡେପୁଟି ଚିଫ୍ ଇଞ୍ଜିନିୟର ଜି, କେ, ରାଓ ତା ୮ନଭେମ୍ବର ୨୦୨୨ ଉପରୋକ୍ତ ୩ପ୍ରକଳ୍ପକୁ ମିଶାଇ ୧୨ରେଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରଦାନ କରିଛନ୍ତି। ଉକ୍ତ ରିପୋର୍ଟ ରେ ମାଲକାନଗିରି _ଜୟପୁର ଓ ନବରଙ୍ଗପୁର ରେଳ ପ୍ରକଳ୍ପ ୨୦୨୫ଓ ୨୦୨୬ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି। କିନ୍ତୁ ନବରଙ୍ଗପୁର_ଜୟପୂର ରେଳ ପ୍ରକଳ୍ପର ସଂପୂର୍ଣ୍ଣ ପ୍ରତିଶ୍ରୁତିକୁ ନେଇ୨୦୨୨ ଡ଼ିସେମ୍ବର ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜମି ଯୋଗାଇଦେବା ବିଷୟ ଉପରେ ପୂର୍ବତଟ ରେଳପଥ ପକ୍ଷରୁ ସର୍ତ୍ତ ରହିଛି। ଅନ୍ୟପକ୍ଷେ ଉକ୍ତ ରିପୋର୍ଟ ରେ ମଞ୍ଜୁରକୁ ୨୭ବର୍ଷ ପରି ୨୮ଆରମ୍ଭ ହୋଇଛି। ବଲାଙ୍ଗିର _ଖୋର୍ଦ୍ଧା ରେଳ ପ୍ରକଳ୍ପ ସଂକ୍ରାନ୍ତରେ କୌଣସି ତଥ୍ୟ ଦେବାରେ ପୂର୍ବତଟ ରେଳପଥ ସକ୍ଷମ ହୋଇପାରି ନାହିଁ। ମାଲକାନଗିରି _ଜୟପୁର୧୨୬ କିମି ନୂଆ ରେଳ ପ୍ରକଳ୍ପ ପାଇଁ ୨୩୪୩.୬୪କୋଟି ଟଙ୍କା ମଞ୍ଜୁର ହୋଇଥିଲା।ସେଥିରୁ ଏଯାଏ୫ ୮୯.୭୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶା ଜମି ଏବଂ ପ୍ରକଳ୍ପ ଅଟକଳ ରୁ ଶତକଡା ୨୫ ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଛି। ବାକି ଶତକଡା ୭୫ପ୍ରତିଶତ ନିର୍ମାଣ ଖର୍ଚ୍ଚ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦେବାକୁ ହେବ ଚୁକ୍ତି ହୋଇଛି।ହେଲେ ଏଯାଏ ଓଡ଼ିଶା ସରକାରଙ୍କ ପକ୍ଷରୁ ଜମି ହସ୍ତାନ୍ତର ସନ୍ତୋଷଜନକ ନୁହେଁ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କୁ ୧୬୭୬ଏକର ରାଜସ୍ୱ ଜମି ଓ ୧୧୫୯ଏକର ଜଙ୍ଗଲ ଜମି କିସମ ପରିବର୍ତ୍ତନ କରିବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କର ବୋଲି ପୂର୍ବରୁ ପରାମର୍ଶ ଦିଆଯାଇଛି।ଏଭଳି ସ୍ଥତିରେ ଏହି ପକଳ୍ପ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ମିଳିଥିବା ପ୍ରତିଶ୍ରୁତି ପାଳନ ହୋଇ ପାରିବା ନେଇ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି।ସେହିପରି ନବରଙ୍ଗପୁର _ଜୟପୁର ୪୧.୯ କିମି ନୂଆ ରେଳ ପ୍ରକଳ୍ପ ପାଇଁ ୭୪୭.୯୯କୋଟି ଟଙ୍କା ଅଟକଳ ହୋଇଛି।ଏହି ପ୍ରକଳ୍ପ ସମୁଦାୟ ଜମି ବାବଦ ଖର୍ଚ୍ଚ ଏବଂ ନିର୍ମାଣ ଖର୍ଚ୍ଚ ବାବଦକୁ ୪୨୫.୫୮କୋଟି ଟଙ୍କା ଓଡ଼ିଶା ସରକାର ବହନ କରିବେ।ତେବେ ଏଯାଏ ୪୭୬.୧୦କୋଟି ଟଙ୍କା ପ୍ରଦାନ କରାଯାଇଛି। ହେଲେ ଏଯାଏ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବଶ୍ୟକ ଜମି ହସ୍ତାନ୍ତର ପ୍ରକ୍ରିୟା ଆଶାନୁରୂପ ହୋଇ ପାରିନାହିଁ।୮୬୦ଏକର ରାଜସ୍ୱ ଜମି ଅଧିଗ୍ରହଣ ଏବଂ ୯.୬୯୯ଏକର ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ତତ୍ପରତା ପ୍ରକାଶ କରିବାକୁ ପୂର୍ବରୁ ପରାମର୍ଶ ଦିଆଯାଇଛି। ଭଦ୍ରକ _ନିର୍ଗୁଣ୍ଡି ତୃତୀୟ ରେଳଲାଇଁନ ପ୍ରକଳ୍ପ ଓ ଜଗଦଳପୂର_କୋରାପୁଟ ମାର୍ଚ୍ଚ ୨୦୨୪, ବୃଢ଼ାପଙ୍କ _ସାଲେଗାଓ ଭାୟା ରଜତଗଡ଼ ୩ୟ ୪ର୍ଥ ରେଳଲାଇନ୍ ଏବଂ ତାଳଚେର ପ୍ଲାଏଓଭର ସହ ଝାରପଡା _ଭୁଢ଼ାପଙ୍କ ପ୍ରକଳ୍ପ ମାର୍ଚ୍ଚ ୨୦୨୬ସୁଦ୍ଧା ଶେଷ ହେବ ବୋଲି ରିପୋର୍ଟ ରେ ପ୍ରତିଶ୍ରୁତି ମିଳିଛି। ନରପଡା_ଗୁଣୁପୁର, ତାଳଚେର_ଅନୁଗୁଳ ନୂତନ ଲାଇନ୍ ପ୍ରକଳ୍ପ ଏବଂ ବାଘୁଆପାଲ ପ୍ଲାଏ ଓଭର ପ୍ରକଳ୍ପ ସଂପୂର୍ଣ୍ଣ ସମୟ ଉପରେ ସ୍ପଷ୍ଟତା ନାହିଁ। ଖୋର୍ଦ୍ଧାରୋଡ଼ (ଅର୍ଗୁଲ_ହରିପୁରଗ୍ରାମ _ବାଇପାସ୍) ସଂପୂର୍ଣ ହୋଇଛି ବୋଲି ରିପୋର୍ଟ ରେ ଦର୍ଶାଯାଇଛି।ଏଭଳି ଅବହେଳା ଯୋଗୁଁ ଓଡ଼ିଶାର ନୂତନ ରେଳ ପ୍ରକଳ୍ପ ଗୁଡ଼ିକ ଅସମାହିତ ହୋଇ ରହିଛି ଏ ନେଇ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କୁ ଯୋଗାଯୋଗ କରିବାରୁ ଜମି ଅଧିଗ୍ରହଣ ଆରମ୍ଭ ହୋଇନାହିଁ।ଆଉ ଏକ ବର୍ଷ ଲାଗିପାରେ,ଜମି ଅଧିଗ୍ରହଣ ହେବାର ୫ବର୍ଷ ପରେ କି ୬ବର୍ଷ ପରେ କାମ ସରିବ ବୋଲି କହୁଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

୧୭୯୯ ହାଇସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ: ପଦୋନ୍ନତି ଚୂଡ଼ାନ୍ତ ପରେ ବି ନିଯୁକ୍ତି ବିଳମ୍ବ

Sunil Chandra Nayak

କେଗାଁ ରେଞ୍ଜ ଫରେଷ୍ଟ  ର ରେଞ୍ଜର କେଶବ ମାଝୀଙ୍କର ବେଆଇନ ସମ୍ପତି ଠୁଳ ଥିବା ଅଭିଯୋଗରେ ୪ ଟି ସ୍ଥାନରେ ଭିଜିଲାନ୍ସ ର ଏକକାଳୀନ ଚଡାଉ

Sunil Chandra Nayak

ମ.ରାମପୁର ରେ ରଥ ଯାତ୍ରା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort