ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳା ଦାସ ଙ୍କ କବିତା ବିଶ୍ୱକର୍ମା

ବିଶ୍ୱକର୍ମା 

ସଫଳା ଦାସ 

ବିଶ୍ୱନିୟତା ହେ ବିଶ୍ୱକର୍ମା ତୁମେ 

ବ୍ରହ୍ମା ଙ୍କ ନାଭିରୁ ଜାତ 

ତୁମରି ହାତ ରେ ସୁନ୍ଦର ସୃଷ୍ଟି ଟି

  ଅଳଙ୍କାରରେ ଶୋଭିତ ।।

ରୂପରେ କିଶୋର କନ୍ତି ମାନପରି

     ପରିହିତ ଦିବ୍ୟ ବସ୍ତ୍ର 

ସ୍ୱର୍ଗ ଅମରାବତୀ ତୁମରି ହାତରେ 

     ପୁଣି ଦେବତାଙ୍କ ଶସ୍ତ୍ର ।।

କନ୍ୟା ସଂକ୍ରାନ୍ତି ଦିନ ଆବିର୍ଭୁତ 

     ବିଶ୍ୱକର୍ମା, ତ୍ୱଷ୍ଟା ନାମେ ବିଦିତ 

ପତ୍ନୀ ଘୃତାଚୀ , ନଅ ସନ୍ତାନ 

       ଦାନବ ଜନ୍ମ ମଧ୍ୟ ଅଭିଶପ୍ତ ।।

ସ୍ୱର୍ଣ ଲଙ୍କାପୁରୀ, ଜଗତ ଠାକୁର 

      ଗଢିଲ ତୁମରି ହାତେ 

ସୃଷ୍ଟି ସ୍ରଷ୍ଟା ଦେବଶିଳ୍ପୀ ବିଶ୍ୱକର୍ମା 

      ପ୍ରଣତୀ ତୁମରି ପାଦେ ।।

            କଟକ 

Related posts

ଶ୍ରୀ ସତ୍ୟସାଇ ବାବା ଙ୍କ ଆରାଧନା ମହୋତ୍ସବ ପାଳିତ

Sunil Chandra Nayak

କ୍ଲଷ୍ଟର ସ୍ଥରିୟ ସୁରଭି କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ମୟୂରଭଂଜ – ଦୁବୁଲାବେଢ଼ା ଗ୍ରାମର ବହୁ ଚର୍ଚ୍ଚିତ ମହିଳା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!