ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ

 କାମାକ୍ଷନଗରର _ମ.ନି. ସ. ତା ୨୦/୦୯_ଆଜି ସନ୍ଧ୍ୟା 6 ଘଟିକା ସମୟରେ କାମାକ୍ଷାନଗର ଏନ୍.ଏ.ସି ସହର ସ୍ଥିତ ଗାନ୍ଧି ମନ୍ଦିର ଠାରେ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଉତ୍ସଵ ପାଳନକୁ ନେଇ ଗାନ୍ଧି ମନ୍ଦିର କମିଟି ସଭାପତି ଶ୍ରୀଯୁକ୍ତ ଅରିଵନ୍ଦ ରାଏ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ବିଶେଷ ପ୍ରସ୍ତୁତି ବୈଠକରେ ଗାନ୍ଧି ମନ୍ଦିର ର ବରିଷ୍ଠ ଉପଦେଷ୍ଟା ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସମେତ ମନ୍ଦିରର ଆଜୀବନ ସଭ୍ୟ ନଗରପାଳ ଶ୍ରୀ ଧର୍ମାନନ୍ଦ ପରିଡା ମାନ୍ୟବର ଵ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ସାହୁ ଏଵଂ ଗାନ୍ଧି ମନ୍ଦିରର ସମସ୍ତ ଵିରିଷ୍ଠ କନିଷ୍ଠ ଆଜୀବନ ସଭ୍ୟ‌ ଉପସ୍ଥିତ ଥିଲେ।ଏହାସହିତ ଏହି ପ୍ରାକ୍‌ ପ୍ରସ୍ତୁତି ବୈଠକ ପ୍ରାରମ୍ଭରେ ଗାନ୍ଧି ପ୍ରତିମୂର୍ତ୍ତି ତଳେ କିଛି ସମୟ ପାଇଁ ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ଶ୍ରୀ ବିଜୟ କୁମାର ନାୟକ ଉପସ୍ଥିତ ରହି ସଭିଙ୍କୁ ସାଧୁବାଦ ଜଣାଇଥିଲେ ।

କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ଭୀମରାଓ ରାମଜୀ ଆମ୍ବେଦକର ଜୟନ୍ତୀ

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

ଜୀ ସାର୍ଥକ ର “ମୋ ଅଗଣାର ତୁଳସୀ ତୁ” ଏବେ ସମସ୍ତ ଙ୍କ ପ୍ରିୟ

Sunil Chandra Nayak

Leave a Comment

error: Content is protected !!