ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗନ୍ନାଥ ଜାଗରଣ ମଂଚର ସହିଦ ପ୍ରଦୀପ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା/ ଫର୍ଟିଲାଇଜର ଓ ସହିଦ ପ୍ରଦୀପ ପଣ୍ଡା ଙ୍କ ପରିବାର ତରଫରୁ ସହିଦ ପଣ୍ଡାଙ୍କ ଜନ୍ମଦିନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତି ଯୋଗଦେଇ ମାଲ୍ୟାର୍ପଣ କରି ସହିଦ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଂଗରପାଲି ଥାନା ଅଧିକାରୀ ସିନ୍ମୟ ବଳ , ସଂକୀର୍ତ୍ତନ ଜୟପୁରିଆ, କବି ନାୟକ, ବିଶ୍ବଜିତ ଜେନା,ଶଙ୍କର ଜେନା, ଗୋପୀ ଦାସ, ଆନନ୍ଦ ସାହୁ, କେଶବ ଚନ୍ଦ୍ର ସାହୁ,ବିନୟ ବେହୁରା, ଚନ୍ଦ୍ରକାନ୍ତ ଦୀକ୍ଷିତ, ପୂର୍ଣ୍ଣ ଚନ୍ଦ୍ର ଓଝା,ଜଗନ୍ନାଥ ପାତ୍ର, ଶ୍ରୀଚରଣ ସାମଲ ପ୍ରମୁଖ ଉପସ୍ଥିତ ରହି ସହିଦ ପଣ୍ଡାଙ୍କୁ ପୁଷ୍ପ ଅର୍ପଣ କରିଥିଲେ।ଏହି ଅବସରରେ ଶ୍ରୀ ତନ୍ତି କହିଲେ କି ମୁଁ ଯେବେ ବି ରାଉରକେଲା ଆସିବାର ସୁଯୋଗ ମିଳିବ ଆମ ସଂଗଠନ ଉଦାହରଣ ଦ୍ୱାରା ସମ୍ମାନିତ ସବୁ ସହିଦ ପରିବାର ଘରକୁ ଯାଇ ସୁଖ ଦୁଃଖରେ ସାମିଲ ହେବାକୁ ଚେଷ୍ଟା କରିବି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଦ୍ୟାଧର ମହାନ୍ତ ଙ୍କ କବିତା ବାପା

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଜଗା କୁ ଜ୍ଵର

Sunil Chandra Nayak

ସରକାର ଙ୍କ ପ୍ରତେକ ଯୋଜନା ଓ କାର୍ଯ୍ୟକ୍ରମ କୁ ସମୟ ସୀମା ମଧ୍ୟରେ ଶେଷ କରାଯିବ , କହିଲେ ନୂଆ ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!