ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ନାଟ୍ଯ ସଂଘର ୩୫ତମ ସ୍ବନକ୍ଷତ୍ର ଦିବସ ପାଳିତ

ରାଉରକେଲା/ ଓଡିଶା ନାଟ୍ଯ ସଂଘର ୩୫ତମ ସ୍ବନକ୍ଷତ୍ର ଦିବସ ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସୁନ୍ଦରଗଡ ଜିଲ୍ଲା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ଯ ନିର୍ଦ୍ଦେଶକ ତଥା ଅଭିନେତା ଭାସ୍କର ଚନ୍ଦ୍ର ମହାପାତ୍ର ସଭାପତିତ୍ବ ତଥା କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ।ସଂଘର ରାଜ୍ୟ ସଂଯୋଜକ ପ୍ରଶାନ୍ତ ଷଡଙ୍ଗୀ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ନାଟ୍ଯକାର ଅଧ୍ୟାପକ ନଳିନୀନିହାର ନାୟକ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ଯ ରଖିଥିଲେ । ବରିଷ୍ଠ ଅଭିନେତା ବିଜୟ ପାତ୍ର ସଂଘର ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ନାଟ୍ଯକାର, ଅଭିନେତା ଙ୍କ ସମ୍ମୁଖରେ ଥିବା ଆହ୍ବାନ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ତଥା ଅଭିନେତା ଶରତ ଦାସ, ଉମାକାନ୍ତ ବିଶୋଇ, ଆଲୋକ ବୋଷ,କ୍ଷଣପ୍ରଭା ବିଶୋଇ,କୁଞ୍ଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା, ଚିତ୍ତରଞ୍ଜନ ବ୍ରହ୍ମା,ଅଶୋକ ବଳ,ପ୍ରଳୟ ଶତପଥୀ, ରାନୁ ମହାପାତ୍ର, ପ୍ରବିର ଜେନା,କନକଲତା ଦାସ,ରମେଶ ମହାନ୍ତି, ସ୍ବପ୍ନା ଦାସ,ପୂଜା ସେନାପତି, ବିଜୟ ଭୋଳ,ପ୍ରଜ୍ଞାନନ୍ଦ ମହାନ୍ତି, ଭାଗିରଥୀ ଧଳ, ସିତୋଷ ମହାନ୍ତି ପ୍ରମୁଖ ନାଟ୍ଯ ସଂପର୍କୀତ ଚର୍ଚ୍ଚାରେ ଅଂଶ ଗ୍ରହଣ କରିଥିଲେ । ବକ୍ତା ମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଉନ୍ନତ ମାନର ନାଟକ ପ୍ରସ୍ତୁତି ସହ ଠିକ୍ ପରିମାଣରେ ରିହରସାଲ ହେବା ଦରକାର । ସେହିପରି ଶୃଙ୍ଖଳିତ ଓ ପରସ୍ପର କୁ ସମ୍ମାନ ବୋଧ ତଥା ନିଜ ନାଟକ ଭଳି ଅନ୍ୟମାନଙ୍କ ନାଟକକୁ ଦର୍ଶକ ହୋଇ ଦେଖିବା ଦରକାର । ସଭାପତି ଶ୍ରୀ ମହାପାତ୍ର ରିହରସାଲ କୁ ଗୁରୁତ୍ବ ଦେବାସହ ନାଟକର ମାନ ପ୍ରତି ଦୃଷ୍ଟି ଦେବାପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ସଂଘ ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରୁ ଭଞ୍ଜଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ସହରର ସମସ୍ତ ନାଟ୍ଯାନୁଷ୍ଠାନର ଅଭିନେତା ଅଭିନେତ୍ରୀ ନିର୍ଦ୍ଦେଶକ ତଥା ନାଟକ ସହିତ ସଂପୃକ୍ତ ଥିବା ବ୍ୟକ୍ତି ଯୋଗଦେଇ ଥିଲେ । ଶେଷରେ ରାଜ୍ୟ ସଂଯୋଜକ ଶ୍ରୀ ଷଡଙ୍ଗୀ ସମସ୍ତଙ୍କସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମସୀହା ପ୍ରଭାବ : ପେନସନ କାର୍ଡ ମୁକୁଳିଲା, ବିଡ଼ିଓ ଦେଲେ 5ହଜାର ଓ ଚିକିତ୍ସା ପାଇଁ ଦୁଇ ଦିନରେ ଯିବେ ଭୁବନେଶ୍ବର

Sunil Chandra Nayak

ଚିକିତ୍ସା ରେ ଅବହେଳା ଅଭିଯୋଗ,ଗର୍ଭବତୀ ଆଶା କର୍ମୀ ଙ୍କ ମୃତ୍ୟୁ

Sunil Chandra Nayak

ସଂଯୁକ୍ତା ସାହୁ ଙ୍କ କବିତା ରଥ,ପଥ,ଜଗନ୍ନାଥ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort