ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଛ ଭାଙ୍ଗି ରୋଷେଇ ଗୃହ ଚୁରମାର: ନିର୍ମାଣ ପାଇଁ ଦାବି 

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବୋରିଗାଁ ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଥିବା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ରୋଷେଇ ଗ୍ରୁହ ଉପରେ ଏକ ବଡ ସେମେଳି ଗଛପଡି ରୋଷେଇ ପ୍ରସ୍ତୁତ ହେଉଥିବା ଛାତ ଗ୍ରୁହଟି ସମ୍ପୁର୍ଣ ନଷ୍ଟ ହୋଇ ଯାଇଛି।ଜାହା ଦ୍ଵାରା ରୋଷେଇ ପ୍ରସ୍ତୁତ କରିବା ବଡ କଷ୍ଟକର ହୋଇ ପଡୁଛି।ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ   ଆନୁମାନିକ ୭୦୦ ରୁ ଉର୍ଧ ଛାତ୍ର/ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କର ମଧ୍ୟାହ୍ନ ଭୋଜନ ଭାବେ ସ୍ଵଛତା ଅବଲମ୍ବନ କଷ୍ଟକର ହୋଇ ପଡୁଛି।ଏଣୁ ତୁରନ୍ତ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର/ଛାତ୍ରୀ ମାନଙ୍କ ସ୍ଵାସ୍ଥ୍ୟ ଠିକ ରହିବା ନିମନ୍ତେ ରୋଷେଇ ଗୃହ ତୁରନ୍ତ ଯୋଗାଇବାକୁ ଛାତ୍ର/ଛାତ୍ରୀ,ଅଭିଭାବକ, ବୁଦ୍ଧିଜିବୀ ମାନେ ଦ୍ରୁଢ ଦାବି କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଭକ୍ତିଅର୍ଘ୍ୟ

Sunil Chandra Nayak

ଲିପ୍ସା ଛତ୍ରିଆ କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ବିଶ୍ୱନାଥ କର

Sunil Chandra Nayak

ମାନଝରି ଠାରେ ମହାଭାରତ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!