ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ସଚେତନ ନାଗରିକ ଫୋରମ ମହିଳା ଶାଖା ପକ୍ଷରୁ ମହାତ୍ମାଗାନ୍ଧୀ ତଥା ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ

ଢେ଼ଙ୍କାନାଳ(ମ. ନି.ସ) ୦୨/୧୦_ବାପୁଜୀ ଉପ୍ରା ବିଦ୍ୟାଳୟ ପରିସରରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ ମହିଳା ଶାଖା ପକ୍ଷରୁ ସଭାନେତ୍ରୀ ପ୍ରଭାତୀ ମହାପାତ୍ରଙ୍କ ନେତୃତ୍ୱରେ ପାଳିତ ଉତ୍ସବରେ ମହାତ୍ମାଗାନ୍ଧୀ, ଲାଲ ବହାଦୁର ଶାସ୍ତ୍ରୀ, ସୁବାଷ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁବାବୁ, ଆଦି ମହାପୁରୁଷ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା, ଫୋରମ ର ଉପଦେଷ୍ଟା ପଙ୍କଜ ନାୟକ, ସମ୍ପାଦକ ଭରତ କୁମାର ଦାସ, ବନଜା ମାନସିଂ ସାଜେଡା ବେଗମ, ମନ୍ମଥ ରାଓ, ଗୋକୁଳ ଚନ୍ଦ୍ର ମାଝୀ, ରଞ୍ଜୀତ ପାଣିଗ୍ରାହୀ, ଦେବେନ୍ଦ୍ର ସିଂ, ସଂଯୁକ୍ତା ମିଶ୍ର, ପ୍ରତିମା ସ୍ବାଇଁ, କଲ୍ୟାଣୀ ସାହୁ ସନ୍ଧ୍ୟାରାଣୀ ମିଶ୍ର, ପ୍ରଣତି ପତି, ସୌମିତ୍ରୀ ବିଷ୍ନୁପ୍ରିୟା ମହାନ୍ତି, ଆଦି ଉପସ୍ଥିତ ଥିଲେ, କାର୍ଯ୍ୟକ୍ରମ କୁ ସ୍କୁଲର ଆଲୁମିନି ସଭାପତି ଗୁପ୍ତେଶ୍ୱର ମିଶ୍ର ସଂଚାଳନ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଦୀପାବଳି ଉପଲକ୍ଷେ ଓଡିଶା ଡ୍ରାଇଭର ମହାସଂଘର ମହାମିଳନ ଉତ୍ସବ ପାଳିତ

Sunil Chandra Nayak

ରୋଜାଲିନ ବେହେରା ଙ୍କ ଗଲ୍ପ ମୌନ ଯେବେ ମୁଖରିତ ହୁଏ

Sunil Chandra Nayak

ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ

Leave a Comment

error: Content is protected !!