ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେଲେ ବିଧାୟକ

ପାପଡାହାଣ୍ଡି,9/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଠାରେ ରବିବାର ଗଜଲକ୍ଷ୍ମୀ ପୂଜା ପାଳନ କରାଯାଇଛି | ଏହି ଅବସରରେ ଗ୍ରାମର ମହିଳା ମାନେ ନିକଟସ୍ତ ପୋଖରୀରୁ କଳସ ଯାତ୍ରାରେ ପାଣି ଆଣି ପୂଜା ମଣ୍ଡପ ନିକଟରେ ପହଁଚି ଥିଲେ | କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡାବୁଗାଁ ବିଧାୟକ ମନହୋର ରନ୍ଧାରି, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ସରପଞ୍ଚ ଚନ୍ଦ୍ର ଶେଖର ମାଝୀ, ପ୍ରହଲ୍ଲାଡ଼ ଅଗ୍ରୱାଲ, ସୁରି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ | ଗ୍ରାମବାସୀଙ୍କ ତରଫରୁ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

 

Related posts

ରତିନାରାୟଣ ରାଉତ ଙ୍କ କବିତା ସର୍ବସଂହା ମାଆ

ଖଡିଆଳ ସିଡ଼ିପିଓ ଓ ଚାଇଲଡ଼ ଲାଇନ ଉଦ୍ୟମରେ ଭିନ୍ନକ୍ଷମ ଶିଶୁକୁ ମଙ୍ଗଳ ଗୋଷ୍ଠି କୁ ସ୍ଥାନାନ୍ତର

Sunil Chandra Nayak

ପୌରପରିଷଦ ଦ୍ଵାରା ” ଭାରତୀୟ ସ୍ୱଚ୍ଛତା ଲିଗ୍” ୨୦୨୨ର ପ୍ରଥମ ସଂସ୍କରଣ ପାଳିତ

Sunil Chandra Nayak

Leave a Comment

error: Content is protected !!