ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋରୁମହିଷାଣୀ ଥାନା:ଆମଦାବେଡା ଗ୍ରାମରେ ଯୁବକର ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର

 ମୟୂରଭଞ୍ଜ ୧୨/୧୦/୨୨(ମସିହା) ଦିନକୁ ଦିନ ଯୁବ ଗୋଷ୍ଠୀ ମଧ୍ୟରେ ଆତ୍ମହତ୍ୟା ବୃଦ୍ଧି ପାଉଛି ଯାହାକୁ ନେଇ ସମସ୍ତେ ଚିନ୍ତିତ । ଅକାଳରେ ଝରି ପଡୁଛନ୍ତି ବହୁ ଯୁବଗୋଷ୍ଠୀ । ସୂଚନାଯୋଗ୍ୟ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଆମଦାବେଡା ଗ୍ରାମର ଯୋଗେନ୍ଦ୍ର ହେମ୍ବ୍ରମ ((୪୫) ଗତକାଲି ରାତି ୯/୯.୩୦ ଟା ପାଖାପାଖି ସମୟରେ ଘର ଭିତରେ ଫାଶୀ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଆଜି ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୮/୨୨ ରୁଜୁ କରି ଶବକୁ ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । କେଉଁ ପରିସ୍ଥିତିରେ ଯୁବକ ଜଣକ ଆତ୍ମହତ୍ୟା କଲେ ତାହାର ତଦନ୍ତ ସାପେକ୍ଷ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବୋହୁ କଥାରେ ପଡ଼ି ପୁଅ ଚାଲି ଗଲା ମାଆକୁ ଛାଡି, ଭଙ୍ଗା ଦଦରା କୁଡିଆ ଘରେ ଜରି ପାଲ ଟାଣି ଜୀବନ ବିତାଉଛନ୍ତି ବୃଦ୍ଧା ମହିଳା ଗେଲେହି

Sunil Chandra Nayak

ଖଡମବେଡା ପଞ୍ଚାୟତର ଅଧିକାଂଶ ଗ୍ରାମ ଡିଜିଟାଲ ହେବାରୁ ବଂଚିତ ନେଇ ସମିତି ସଭ୍ଯାଙ୍କ ବିଡ଼ିଓଙ୍କ ଦ୍ଵାରା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

କଳାହାଣ୍ଡିରୁ କେମିତି ଆସି ଅର୍ଚ୍ଚନା ବନିଲେ କଳାସାମ୍ରାଜ୍ୟର ମାଲିକାଣୀ

Sunil Chandra Nayak

Leave a Comment

error: Content is protected !!