ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦ ଘର ର ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ତାଲିମି ଶିବିର ଅନୁଷ୍ଠିତ

 କାମାକ୍ଷାନଗର (ମ ନି ସ)_15/10 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ମହୁଲପାଳ ଠାରେ ନନ୍ଦ ଘର ର ଅଙ୍ଗନାୱାଡି କର୍ମୀ ଓ ସହାୟିକା ଙ୍କ ତାଲିମି ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏଠାରେ ତିନି ଦିନ ପ୍ରଶିକ୍ଷଣ ଶିବିର ଚାଲିଥିବା ବେଳେ ପ୍ରଥମ ଦିନ ୧୩ତାରିଖ ଗୁରୁବାର ଦିନ ୨୫ଜଣ, ଦ୍ୱିତୀୟ ଦିନ ଓ ତୃତୀୟ ଦିନ ୨0ଜଣ ଙ୍କୁ ତାଲିମି ପ୍ରଦାନ କରାଯାଇଥିଲା l ଏହା ବେଦାନ୍ତ ଟ୍ରଷ୍ଟ ତରଫରୁ ତାଲିମି ପ୍ରଶିକ୍ଷଣ ଦିଆ ଯାଉଥିବା ବେଳେ କୋମଳମତି ଶିଶୁ ଙ୍କ ର ବୌଦ୍ଧିକ ବିକାଶ , ଉନ୍ନତମାନ ର ଶିକ୍ଷା ଓ ଖାଦ୍ୟ, ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦିଆ ହୋଇଛି ଓ ଆଗକୁ କିପରି ବେଦାନ୍ତ ଟ୍ରଷ୍ଟ ଓଡିଶା ର ସମସ୍ତ ଜିଲ୍ଲା ବ୍ଲକ ସ୍ତର ରେ ନନ୍ଦ ଘର ପ୍ରତିଷ୍ଠା କରି ଶିଶୁ ମାନଙ୍କ ବିକାଶ ପାଇଁ ସମର୍ପିତ ହେବ ସେ ସଂପର୍କ ରେ ଟ୍ରଷ୍ଟ ର କର୍ମ କର୍ତ୍ତା ମାନେ ମନ୍ତବ୍ୟ ଦେଇ ଥିଲେ। 

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ବନମହୋତ୍ସବ ସପ୍ତାହ ପାଳନ

Sunil Chandra Nayak

ଦର୍ଶନ ସାସ୍ତ୍ର ବିଭାଗର ପ୍ରାଧ୍ୟାପକ ସୁଧର ଚନ୍ଦ୍ର ପ୍ରଧାନ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଘେନ ପୂଜ୍ୟ ପୂଜା

Sunil Chandra Nayak

Leave a Comment

error: Content is protected !!