ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମନରେଗା, ମମତା ଓ ପେନସନ ଯୋଜନାର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର

ଚନ୍ଦାହାଣ୍ଡି-18/10(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଭାଗୃହ ଠାରେ ମନରେଗା, ସାମାଜିକ ସହାୟତା, ପଞ୍ଚଦଶ ଅର୍ଥ ଆୟୋଗ, ଶିଶୁ ବିକାଶ ଓ ମମତା ଯୋଜନାରେ ସମ୍ପାଦିତ ହୋଇଥିବା 2021-22 ଆର୍ଥିକ ବର୍ଷର ତଥା ତା.1 ଅପ୍ରେଲ 2021 ରୁ 31 ମାର୍ଚ୍ଚ 2022 ସାମାଜିକ ସମୀକ୍ଷା ଅବଧିର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା l ଚନ୍ଦାହାଣ୍ଡି ବିଡ଼ିଓ ଧର୍ମରାଜ ମାଝୀଙ୍କ ତତ୍ୱାବଧାନ ରେ ବ୍ଲକ ଅଧକ୍ଷା ସୁମିତ୍ରା ପୂଜାରୀ, ଉପାଧ୍ୟାକ୍ଷ ବାସୁଦେବ ଗୌଡ଼, ସହକାରୀ ଯନ୍ତ୍ରୀ ଥୟ ପଟେଲ ଏବଂ ବ୍ଲକ ର ସମସ୍ତ ସମିତି ସଭ୍ୟସଭ୍ୟା,ସରପଞ୍ଚ,ଙ୍କ ସମେତ ଜନସାଧାରଣ ଉପସ୍ଥିତ ରହିଥିଲେ l ଏହି ଶିବିରରେ ବ୍ଲକ ସାମାଜିକ ସମୀକ୍ଷିକା ଜୟନ୍ତୀ ମହାରଣା ନିର୍ଧାରିତ ତାରିଖ କ୍ୟାଲେଣ୍ଡର ମୁତାବିକ ପ୍ରତେକ ପଂଚାୟତରେ ଏହି ସାମାଜିକ ସମୀକ୍ଷା ବୈଠକ ମାଧ୍ୟମରେ ଉପରୋକ୍ତ ବିଷୟରେ ସମୀକ୍ଷା କରାଯାଇଥିଲା ଏବଂ ସେହି ବୈଠକରେ ସମୀକ୍ଷା(ଅଡିଟ )ପାଇଁ ଦେଖେଇ ନଥିବା ନଥିପତ୍ର ଓ ରେଜିଷ୍ଟର ଗୁଡିକର ତାଲିକା ପ୍ରସ୍ତୁତି କରାଯାଇ ଆଜି ଶ୍ରୀମତୀ ମହାରଣା ଉପସ୍ଥାପନା କରିଥିଲେ l ସେଥିମଧ୍ୟରୁ ପlଟଖଲିଆ, ମାଲଗାଁ, କୋଇଲିମୁଣ୍ଡା, ବେହେରାମୁଣ୍ଡା, ଜମାଦାରପଡା, ଧୋଡ଼ିପାଣି ଓ ଅନକାବେଡା ପଂଚାୟତ ଗୁଡିକର ସମୀକ୍ଷା ବୈଠକରେ ବିଶେଷ କରି ପେନସନ ରେଜିଷ୍ଟର କେଉଁଠି ତିନିମାସ, କେଉଁଠି ଚାରି ମାସର ସମ୍ପୂର୍ଣ୍ଣ ଭାବେ ସମ୍ପୃକ୍ତ ପଂଚାୟତର ପିଇଓ ମlନେ ପେନସନ ରେଜିଷ୍ଟର ଗୁଡିକୁ ସମୀକ୍ଷା(ଅଡିଟ) ଦେଖେଇ ନଥିଲେ l ଯାହାଫଳରେ ପେନସନ ପାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ମୃତ ହୋଇଯାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜଣାପଡି ନଥିବା ବେଳେ ତାଙ୍କ ଭତ୍ତା ପଇସା କିଛି ଅନଲାଇନ ଓ କିଛି ହାତାହାତି ଦେଇଥିଲେ ବୋଲି ବ୍ଲକ ପକ୍ଷରୁ କହୁଥିବା ବେଳେ କିଛି ଦିନ ତଳେ ମୃତବ୍ୟକ୍ତି ଙ୍କ ଭତ୍ତା ଟଙ୍କା ହଡପ ଘଟଣାରେ ଦୁଇ କର୍ମଚାରୀ ବହିଷ୍କୃତ ହୋଇଥିବା ସହ ତଦନ୍ତ ଜାରିରହିଥିବା ବେଳେ ଆଜିର ସମୀକ୍ଷା ତଥା ଜନଶୁଣାଣୀ ଶିବିରରେ ଶ୍ରୀମତୀ ମହାରଣା ଙ୍କ ଉପସ୍ଥାପନାରେ ପିଇଓ ମାନେ ପେନସନ ରେଜିଷ୍ଟର ଦେଖେଇନଥିବା ଯୋଗୁଁ ମୃତବ୍ୟକ୍ତିଙ୍କ ଭତ୍ତା ଟଙ୍କା ହଡପ ଘଟଣାରେ ପିଇଓ ମାନଙ୍କ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ସନ୍ଦେହ ଘେରରେ ତେଣୁ ପିଇଓ ମାନଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ନେଇ ଆଜିର ଶିବିରରେ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି l ଏଥି ସହିତ ମନରେଗା ତଥା ଅନ୍ୟ କାର୍ଯ୍ୟ ଗୁଡିକରେ ଆରମ୍ଭରୁ ସାଇନ ବୋର୍ଡ କରାଯାଉ ନଥିବା ଏବଂ ଜିଆରଏସ ମାନେ ମନଇଚ୍ଛା ଡିମାଣ୍ଡ କରୁଥିବା ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା l ଆଜିର ଜନଶୁଣାଣୀ ଉପସ୍ଥାପିତ ବିଷୟ ଗୁଡିକରେ ପିଇଓ ମାନଙ୍କ ଅବହେଳିତ କାର୍ଯ୍ୟକଳାପକୁ ନେଇ ସମସ୍ତେ ତୀବ୍ର ଅସନ୍ତୋଷ ପ୍ରକାଶ ସହ ପିଇଓ ମାନଙ୍କୁ ବିଡ଼ିଓ ଶ୍ରୀମାଝୀ ପରବର୍ତୀ ସମୀକ୍ଷାରେ ସହଯୋଗ ସହ ଜନଶୁଣାଣୀ ଶିବିରରେ ପ୍ରସ୍ତୁତ ରହିବାକୁ ତାଗିଦ କରିଥିଲେ l ଏହି ଶିବିରରେ ଭାରପ୍ରାପ୍ତ ଜିପିଈଓ ସୂର୍ଯ୍ୟ ଭତରା,ଏପିଓ ସୁରେଶ ନାୟକ, କନିଷ୍ଠ ଯନ୍ତ୍ରୀ ରାଜୀବ ଲୋଚନ ଧଳ, ଚନ୍ଦନ ଦଳେଇ, ପରିଦର୍ଶିକା ନନ୍ଦିନୀ ଶତପଥୀ,ବ୍ଲକର ସମସ୍ତ ସମିତି ସଭ୍ୟ ସଭ୍ୟା, ସମସ୍ତ ସରପଞ୍ଚ ଏବଂ ସମସ୍ତ ପିଇଓ, ଜିଆରଏସ ଓ ବ୍ଲକ କର୍ମଚାରୀଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

 

Related posts

କସ୍ତୁରୀ ର ତ୍ରିଦ୍ବିବସୀୟ ସାଂସ୍କୃତିକ ମହୋତ୍ସବ

Sunil Chandra Nayak

ବିବାହ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା… ଡ୍ରାଇଭର ମୃତ।।

masiha

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଶୁଭ ଦୀପାବଳି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort