ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲାସି ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

ବୌଦ୍ଧ – 25/10 – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କପାସିରା ଗ୍ରାମରେ ହେବାକୁ ଥିବା କଲାଶି ଯାତ୍ରା ପାଇଁ ସଭାପତି ଅଭିମନ୍ୟୁ ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବର୍ଷ କିପରି ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ ଉକ୍ତ ଯାତ୍ରା ସେହି ଉପରେ ଆଲୋଚନା କରାଯାଇଥିବା ବେଳେ ଏବର୍ଷ ହେବାକୁ ଥିବା ଗ୍ରାମର କଳାକାର ମାନଙ୍କୁ ନେଇ ଅପେରା କିଏ ଭାଇ ବନ୍ଧୁ କିଏ କୁଟୁମ୍ବ କିପରି ସୁନ୍ଦର ଭାବରେ ହୋଇପାରିବ ସେହି ଉପରେ ଆଲୋଚନା ହୋଇଥିଲା।ଉକ୍ତ ସଭାରେ ସମ୍ପାଦକ ସୁରୁବାବୁ ସାହୁ,କୋଷାଧ୍ୟକ୍ଷ ଆଶିଷ ସେଠୀ ,ନାଟ୍ୟ ନିର୍ଦ୍ଦେଶକ ଅଞ୍ଜନ କୁମାର ପଟ୍ଟନାୟକ,ୱାର୍ଡ ମେମ୍ବର ବାବୁଲା କଲତ୍ତା ଓ ସଦାନନ୍ଦ ମହାକୁଡ ଉପସ୍ଥିତ ଥିବା ବେଳେ ସଭ୍ୟ ନିର୍ମଳ ,ବଂଶୀ,ଅଗସ୍ତି, ପଲସ୍ତି,ଜିତେନ୍ଦ୍ର,ରବୀନ୍ଦ୍ର,ନରେଶ,ପ୍ରମୋଦ ଶ୍ରୀବତ୍ସ, ପ୍ରତାପ,କ୍ଷେତ୍ର, ରିଭୁ ଙ୍କ ସହିତ ଗ୍ରାମର ଅନେକ ଲୋକ ଏହି ବୈଠକରେ ଯୋଗଦେଇଥିଲେ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଧର୍ମଗଡ ଶ୍ରୀଜଗନ୍ନାଥ ମନ୍ଦିର ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ

Sunil Chandra Nayak

ଆତ୍ମ ସୁରକ୍ଷ ତାଲିମ ଶିବିର ଉଜ୍ଜାପିତ

Sunil Chandra Nayak

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କୁ ଯୁବ କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!