ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣ୍ୟାତ୍ମାଙ୍କ ପୁଣ୍ୟତିଥିରେ ଡାକ୍ତରଖାନାରେ ଫଳ ବଣ୍ଟନ

ଜୁନାଗଡ଼,୨୯/୬(ମ ନି ସ) ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପୁଣ୍ୟ ତିଥିରେ ସ୍ଥାନୀୟ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳବଣ୍ଟନ କରାଯାଇଥିଲା।ଏହି ଅବସରରେ ସ୍ଥାନୀୟ ଉତ୍କଳମଣି ସେବା ସଂସ୍ଥାର କର୍ମକର୍ତ୍ତା ଓ ସହର ର ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅମର ଆତ୍ମାରକୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସେବା ସଂସ୍ଥା ର ସଭାପତି କୈଳାସ ରାଉତ ସମ୍ପାଦକ ଉଦ୍ଧବ ଚରଣ ସାହୁ, ଉପଦେଷ୍ଟା ରମେଶ ନାୟକ, ଓ ସଦସ୍ୟ ବିଜୟ ମଲ୍ଲିକ,ମଧୁସୂଦନ ପଣ୍ଡା, ଭଗବାନ ସାହୁ, ଅଜୟ ଦାସ, ଭୀମ ବାରିକ,ଜୟନ୍ତ ଜେନା, ନିରଞ୍ଜନ ସାହୁ ,ଶ୍ୟାମସୁନ୍ଦର ସାହୁଙ୍କ ସମେତ ଜୁନାଗଡ଼ ଉପଧକ୍ଷ୍ୟା ହିମାଦ୍ରୀ ନଏକ,କାର୍ଯ୍ୟ ନିର୍ବାହୀ ଅଧିକାରୀ ବିସମ୍ବର ମିଶ୍ର, ଭାରପ୍ରାପ୍ତ ଡାକ୍ତରଖାନା ଅଧିକାରୀ ଡା. ଭଗବାନ ପଣ୍ଡା,ସ୍ବେଚ୍ଛାସେବୀ ବିଶ୍ୱନାଥ କର ପ୍ରମୁଖ ଉପସ୍ଥିତ ରହିଥିଲେ ।ଏହିକାର୍ଯ୍ୟକ୍ରମ ଜୁନାଗଡ଼ ପ୍ରତିନିଧି ତଥା ନଗରପାଳ ମୁକେଶ ଅଗ୍ରୱାଲ, ନରେନ୍ଦ୍ର କ୍ଷୀତିଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏହା ସମ୍ପନ୍ନ ହୋଇଥିବା ବେଳେ ସାମ୍ବାଦିକ ଅଂଶୁମାନ ଯୋଶୀ, ରବି ଶୁନାନୀ,ରଜନୀ ମିଶ୍ର, ଅଦିତ୍ୟ ମହାନ୍ତି ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ମର୍ମନ୍ତୁଦ ସଡକ ଦୁର୍ଘଟଣା , ଗଛକୁ ଧକ୍କା ଦେଲା ଦ୍ରୁତଗାମୀ କାର

Sunil Chandra Nayak

ଢଙ୍କସରରେ ଗୋଷ୍ଟାଷ୍ଟମୀ ପୂଜା ଉତଯାପିତ

Sunil Chandra Nayak

ବିଶ୍ଵକର୍ମାଙ୍କ ଭଷାଣୀ ଉତ୍ସବରେ ସାହି ଝିଅ ବୋହୁ ନାଚିଲେ

Sunil Chandra Nayak

Leave a Comment

error: Content is protected !!