ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଣ୍ଡେଇ କ୍ରୀଡ଼ା କମିଟି ର ପ୍ରସ୍ତୁତି ବୈଠକ

ନବରଙ୍ଗପୁର–(ମସିହା) ଆସନ୍ତା ଡିସେମ୍ବର ମାସ ୧୦ ରୁ ୧୪ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମଣ୍ଡେଇ-୨୦୨୨ ନିମନ୍ତେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁଙ୍କ ସଭାପତିତ୍ୱ ରେ ମଣ୍ଡେଇ କ୍ରୀଡ଼ା କମିଟି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସର୍ଵସମ୍ମତି କ୍ରମେ ଆନ୍ତଃ ବ୍ଲକ ମଣ୍ଡେଇ କପ ଫୁଟବଲ ଓ ଭଲି ବଲ ମ୍ୟାଚ କରିବା ନିମନ୍ତେ ଅନୁମୋଦନ କରାଯାଇଛି। ଏଥିରେ ସମସ୍ତ ଦଶ ଗୋଟି ବ୍ଲକ ସମେତ ନବରଙ୍ଗପୁର ଏବଂ ଉମରକୋଟ ର ପୌରପାଳିକା ଦଳ ମଧ୍ୟ ଭାଗ ନେବେ ବୋଲି ନିଷ୍ପତ୍ତି ହୋଇଛି। ଏହି ସମସ୍ତ ଖେଳ ନବରଙ୍ଗପୁର ଏବଂ ଉମରକୋଟ ଜୋନରେ ଅନୁଷ୍ଠିତ ହୋଇ ଫାଇନାଲ୍ ନବରଙ୍ଗପୁର ଠାରେ ଅନୁଷ୍ଠିତ ହେବ। ଏଥି ସମେତ ୪୦ ବର୍ଷରୁ ଉର୍ଦ୍ଧ ଖେଳାଳିଙ୍କୁ ନେଇ ଜିଲ୍ଲା ସ୍ତରୀୟ ବ୍ୟାଟମିଣ୍ଟନ କ୍ରୀଡ଼ା ଅନୁଷ୍ଠିତ ହେବ । ଉଭୟ ଏକକ ଏବଂ ଯୋଡ଼ାଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଅବସରରେ କ୍ରିକେଟ କ୍ରୀଡ଼ା ର ପ୍ରଦର୍ଶନୀ ମ୍ୟାଚ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ହରେ କୃଷ୍ଣ ପଣ୍ଡା ସମେତ କ୍ରୀଡ଼ା ଶିକ୍ଷକ ମନୋରଞ୍ଜନ ପ୍ରହରାଜ, ପ୍ରଭାତ ପଟ୍ଟନାୟକ, ଗୋପାଳ ପଟ୍ଟନାୟକ, ଲିଙ୍ଗରାଜ ମହାନ୍ତି, ବିଭାସିସ ଦେ,ଅଜିତ ପରିଜା, ବ୍ରଜବନ୍ଧୁ କାଣ୍ଡି ପ୍ରମୁଖ କମିଟି ସଭ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଏହି ସମସ୍ତ କ୍ରୀଡ଼ା ର ଫାଇନାଲ ମ୍ୟାଚ ମଣ୍ଡେଇ ମୁଖ୍ୟ ସମାରୋହ ଦିନ ଗୁଡିକରେ ଅନୁଷ୍ଠିତ ହେବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଜାଳିଛି ପ୍ରେମ‌ ଦୀପାଳି

Sunil Chandra Nayak

ଶକ୍ତିଦା ବିଷୋୟୀ ଙ୍କ କବିତା ଘର ପରିବାର ସରଗପୁର

Sunil Chandra Nayak

ଆଦିବାସୀ ଅଧୁଷିତ ଅଂଚଳରେ କିସାନ ସମ୍ପ୍ରଦାୟର ଲୋକ ମାନେ ନିଆରା ଢଙ୍ଗରେ ପାଳନ କଲେ କରମା ପୂଜା  

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort