ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା,ଓଡ଼ିଶାର କର୍ମକର୍ତ୍ତାଙ୍କ ନାମ ଘୋଷଣା

ମୟୂରଭଞ୍ଜ -୨୭/୦୯/୨୨(ମସିହା)  ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) କେନ୍ଦ୍ର କମିଟି ସୁପାରିଶ କ୍ରମେ ଓଡ଼ିଶା ପ୍ରଦେଶ ଜେଏମଏମ ଅଧ୍ୟକ୍ଷା ଅଂଜନୀ ସୋରେନ ଙ୍କ ନେତୃତ୍ବରେ ନୂତନ କମିଟିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି-ରାଜ୍ଯ ଉପାଧ୍ୟକ୍ଷ -ଦାଲିପ ଦାସ,; ମହାସଚିବ -ଦୁବରାଜ ନାଗ;,ଦଳ ମୁଖପାତ୍ର -ଚକ୍ରଧର ସିଂ(ଉଦଳା),ଶ୍ଯାମ ଚରଣ କିସ୍କୁ-(କୁସୁମିତ),ସୁନିଲ ମାଝୀ-ଵିଜାତଳା;କାର୍ଯ୍ୟକାରିଣୀ ସଦସ୍ଯ-ମୀନା ସୋରେନ (ବିଜାତଳା ଜିଲ୍ଲା ପରିଷଦ ସଦସ୍ୟା),ଶୀତଳ କିସ୍କୁ-( ବିଶୋଇଜିଲ୍ଲା ପରିଷଦ ସଦସ୍ୟ ),ଦାରାସିଂ ମୁଣ୍ଡା (ଵହଳଦା),ସାଲୁ କିସ୍କୁ-(ରାଇରଙ୍ଗପୁର), ଏବଂ ସଦସ୍ୟ -ଶ୍ଯାମ ସୁନ୍ଦର ହାଁସଦା (ବିଶୋଇ), ସରୋଜିନୀ ମୁର୍ମୁ, ହେମଲତା ପ୍ରଧାନ, ଜଗନ୍ନାଥ ମାଝୀ(ବାଲେଶ୍ଵର),ଶମ୍ଭୁନାଥ ମହାନ୍ତି ଓ ଗୁଣବତୀ ସିଂହଦେବ ମହାନ୍ତ (ଯାଜପୁର), ସନାତନ ମହାନ୍ତ,, ଯୁଧିଷ୍ଠିର ମାରାଣ୍ଡି ଓ ବିଜୟ କୁମାର ମହାନ୍ତି(ଢେଙ୍କାନାଳ), ସୁମନ୍ତ ଦାସ (କୁସୁମି) ପ୍ରମୁଖ କର୍ମକର୍ତ୍ତା ରହିଥିବାର କେନ୍ଦ୍ରୀୟ କମିଟିର ବିନୋଦ କୁମାର ପାଣ୍ଡେଙ୍କ ପକ୍ଷରୁ ସୂଚନା ମିଳିଛି ।ନୂତନ ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ମୟୂରଭଂଜ ଜେଏମଏମ ଜିଲ୍ଲା ସଭାପତି ସନାତନ ମୁଣ୍ଡା , ସଂପାଦକ ସେକ ଅବଦୁଲ ମନାନ୍ , ମହିଳା ନେତ୍ରୀ ଆଦରାଣୀ ବେଶ୍ରା ,ଵିଶ୍ବନାଥ ମହାନ୍ତ,ବ୍ରଜଗୋପାଲ ନାଏକ ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମସୀହା ରେ ଖବର ପ୍ରସାରଣ  ଏବଂ ବିଏଚ୍ ଆର୍ ସି ର ଟ୍ୟୁଇଟ ଅବଗତ ପରେ ପ୍ରଶାସନ ତତ୍ପର 

Sunil Chandra Nayak

ପ୍ରାଥମିକ କୃଷି ସମବାୟ ସମିତି, ରୁପ୍ରାର ୬୪ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

କବିତା ଦାଶ ଙ୍କ କବିତା ଟିକି ନାଆ ମୋର ଭାସି ଯାଆ

Sunil Chandra Nayak

Leave a Comment

error: Content is protected !!