ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇମାନୁଏଲ ମିନିଷ୍ଟ୍ରି ରେ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଶିଶୁ ଦିବସ ପାଳନ

ଧର୍ମଗଡ:୧୪/୧୧/୨୨:ତାଳୁକ ଆଇନ ସେବା ସମିତି, ଧର୍ମଗଡ ଅନୁକୂଲ୍ୟ ସ୍ଥାନୀୟ ଇମାନୁଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ଧର୍ମଗଡ ଠାରେ ତାଲୁକ ଆଇନ ସେବା ସମିତି ର ଅଧକ୍ଷ୍ୟା ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ବନ୍ଦନା କର ଙ୍କ ତତ୍ୱାବଧାନ ରେ ଶିଶୁ ଦିବସ ପାଳନ ହୋଇଯାଇଛି । ଦେଶର ବିକାଶରେ ଶିଶୁ ମାନଙ୍କର ଦାଇତ୍ୱ ଓ ଅଧିକାର ଉପରେ ଏଠାରେ ଆଲୋଚନା କରା ଯାଇଥିଲା । ଏହି ପରିପେକ୍ଷୀ ରେ ବରିଷ୍ଠ ଦିୱାନୀ ବିଚାରପତି ବିଶ୍ୱ ବିସ୍ତୃତ କର, ଉପଖଣ୍ଡ ବିଭାଗୀୟ ବିଚାରପତି ଶ୍ରୀମତୀ ଲିପା ପୁଷ୍ପା ଖୁଣ୍ଟିଆ, ଜେଏମଏଫସି ସୋମ୍ୟ ଶଙ୍କର ମହନ୍ତ, ତାଲୁକ ଆଇନ ସେବା ସମିତି ସଦସ୍ୟା ଶ୍ରୀମତୀ ସଂଯୁକ୍ତା ପଣ୍ଡା, ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର, ରାଜେନ୍ଦ୍ର ମୁନି, ଶ୍ରୀମତୀ କଲ୍ୟାଣୀ ନାଏକ, ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର ଓ ଇମାନୁଆଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ର ସଭାପତି ଧନିରାମ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ପାରା ସ୍ବେଛାସେବୀ ଜଗନ୍ନାଥ ନାଏକ ଏବଂ ଇମାନୁଆଲ ସଂସ୍ଥା ର କର୍ମକର୍ତା ମାନେ ସାହାଯ୍ୟ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ବେହେରା ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଶୁଭାରମ୍ଭ

Sunil Chandra Nayak

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା; ଝୁଲନ୍ତା ମହିଳାଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

କୋକସରା ବ୍ଲକ ରେ ରଥଯାତ୍ରା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!