ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କରଚଲା ଠାରେ ଭତର। ସମାଜର ସମ୍ପର୍କ ଯୋଡୋ ଅଭିଯାନ କାର୍ଯ୍ୟକ୍ରମ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହ।ବସପୁର ଗ୍ରାମ ପଞ୍ଚାୟତ ର  କରଚଲା ଗ୍ରାମରେ ଜୁନାଗଡ଼ ବ୍ଲକର ଭତର। ସମାଜର ସମ୍ପର୍କ ଯୋଡୋ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅଭିଯାନ ଅବସରରେ କରଚଳା ଠାରେ ସମାଜ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ଭତର। ସମାଜର ସଭାପତି କୈଳାସ ଚନ୍ଦ୍ର ମାଝି ,ଭତର। ଜନ କଲ୍ୟାଣ ସମିତିର ସମ୍ପାଦକ ବୃନ୍ଦାବନ ପୁଝ।ରି ,ପୂର୍ବତନ ଜିଲ୍ଲା ସ୍ତରୀୟ ସମ୍ପାଦକ ସୁଶାନ୍ତ ମାଝି ,ଜିଲ୍ଲା ଉପଦେଷ୍ଟା କମିଟିର କ୍ଷୀରୋଦ ମାଝି ଏବଂ ଜୁନାଗଡ଼ ବ୍ଲକ ସଭାପତି ମିନିକେତନ ଦଳପତି ଏବଂ ଜୁନାଗଡ଼ ବ୍ଲକର ସରକାରୀ କର୍ମଚାରୀ ସଂଘ ର ସଭାପତି ଇନ୍ଦ୍ରମଣି ପୁଝ।ରି ଏବଂ ବିଭିନ୍ନ ବ୍ଲକର ସଭାପତି ମାନେ ଉପସ୍ଥିତ ରହି ଭତର। ସମାଜର ଵିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ଏବଂ ଭତର। ସମାଜର ସମ୍ପର୍କ ଯୋଡୋ ଅଭିଯାନ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ଶିକ୍ଷକ ଚିନ୍ତାମଣି ସାଉଙ୍କ ଅବରସ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

ଆଦରମଣି ପ୍ରଧାନ ଙ୍କ କବିତା ଦୃଶ୍ୟାନ୍ତର

Sunil Chandra Nayak

ଖଡ଼ିଆଳ ସାହିତ୍ୟ ସମିତିର ସମ୍ପାଦକ ଗୌରାଙ୍ଗ ସାହୁ

Leave a Comment

error: Content is protected !!