ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଶୀତ ରାତି,,,,,,,,,

ଶୀତ ରାତି,,,,,,,,,

ଶୀତ ରାତି କାହା ପାଇଁ
ଅଟେ ମଯଲିସ ସତେ
କାହା ପାଇଁ ଆଣି ଦିଏ
ପୁଣି ଦୁଃଖ ଭାର କେତେ।
ଶୀତ ତାପ ନିୟନ୍ତ୍ରିତ
କୋଠା ଯାହାଙ୍କର ଥାଇ,
ଶୀତ ଋତୁ ତାଙ୍କ ପାଇଁ
ବହୁତ ମଜା ଆଣଇ।
ବାସ ଖଣ୍ଡେ ନାହିଁ ଯାର
ଦୁଃଖ ଭୋଗଇ ଅପାର,
ଛାତ ତା ପାଇଁ ଆମ୍ବର
ଦୁଃଖ ଭୋଗଇ ଅପାର।
ଭାଗ୍ୟକୁ ଆଦରି ସେହି
ଯାଏ ସବୁ କଷ୍ଟ ସହି,
ଶୀତ ରାତିର ସେ ଦାଉ
ଶୁଣିବାକୁ କେହି ନାହିଁ।
ହୋଇ ହୀନିମାନ ସେହି
ପଶୁ ତୁଲ୍ୟ ହୋଇ ରହି,
ଶୀତ ରାତିର ସେ କଷ୍ଟ
କାହାକୁ କହିବ ଯାଇ?

ପ୍ରସନ୍ନ କୁମାର ସାହୁ

ବ୍ରହ୍ମପୁର,ଗଞ୍ଜାମ

Related posts

କୋକସରା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ତୁଳସୀପଦରରେ ସରପଞ୍ଚଙ୍କ ଦ୍ଵାରା ଅସ୍ଥାୟୀ ପୋଲ ନିର୍ମାଣ

Sunil Chandra Nayak

ମାଁ ନାରାୟଣୀ ଠାକୁରାଣୀ ଙ୍କର ପଞ୍ଚବିଂଶ ତମ ରୌପ୍ୟ ଜୟନ୍ତୀ ଯାତ୍ରା

Leave a Comment

error: Content is protected !!