ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବି ଏଚ୍ ଆର୍ ସି   ଓ ଗଜପତି ଜିଲ୍ଲା ସଭାପତି  ଙ୍କ କାର୍ଯ୍ୟାନୁଷ୍ଠାନ ର  ପ୍ରଭାଵ

ବ୍ୟୁରୋ ନିଉଜ /  ଗଜପତି ଜିଲ୍ଲା, ମୋହନା ବ୍ଲକ, ଅଡବା ଗ୍ରା. ପ ର ଆଦର୍ଶ ବିଦ୍ୟାଳୟ ସାହି ରେ ଥିବା ଜଳ ସମସ୍ୟା ଦୀର୍ଘ ଦିନ ଧରି ଲାଗିରହିଥିଲା । ଲୋକେ ୧ କିଲୋମିଟର ଯାଇ ନଦୀ ପାଣି ପିଇ ଅନେକ ରୋଗରେ ଆକ୍ରାନ୍ତ ହେଉଥିଲେ । ଏହି ସମସ୍ୟା ସମ୍ପର୍କେ ପ୍ରଶାସନ ଅଧିକାରୀ ଙ୍କୁ ଅବଗତ କରାଇବା ପରେ ଆଜି ଏକ ନୂତନ ନଳକୂପ ଖନନ କରାଯାଇଛି l ବର୍ତ୍ତମାନ ଜଳ ସଂକଟ ର ଅନ୍ତ ଘଟିଛି l ଏଥିପାଇଁ  ଗଜପତି ର ଜିଲ୍ଲା ସଭାପତି ଆହ୍ୱ୍ବାନ ନାୟକ ଏବଂ ବି ଏଚ୍ ଆର୍ ସି ,  ମୋହନା ବ୍ଲକ ର ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ଙ୍କୁ ଗ୍ରାମ ବାସୀ ଧନ୍ୟବାଦ ଜଣାଇଛନ୍ତି ଯାହାଙ୍କ ପାଇଁ ଏସବୁ ସମ୍ଭବ ହୋଇପାରିଲା ।

Related posts

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର

ଡୁଇଟ୍ ଡେଭିଡ ଫିଲିପ ଙ୍କ କବିତା ଦ୍ଵିତୀୟ ଦେଖା ଏକ ଗୁପ୍ତ କବିତା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଗଣେଶ ପୂଜା, ଟୋକାଙ୍କ ମଜା

Sunil Chandra Nayak

Leave a Comment

error: Content is protected !!