ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋର୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ

ଭବାନୀପାଟଣା/ ବୋର୍ଡା : ୨୬/୧୧ – (ମ.ନି.ସ) :- ଆଜି ଯଥା ୨୬/୧୧/୨୦୨୨ ତାରିଖ ଶନିବାର ଦିନ ଘ.୧୦ ଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ସଦରମହୋକୁମା ନିକଟସ୍ଥ ବୋର୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏଏନଏମ୍, ମହିଳା ସ୍ବାସ୍ଥ୍ୟ କର୍ମୀ, ପୁରୁଷ ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ଏଲଏଚ୍ ଭି ପ୍ରମୁଖ ଯୋଗଦେଇଥିବା ବେଳେ ଏଚ.ଡବ୍ଳୁ. ଶ୍ରୀ ରାମ ମାଝୀ, ଶ୍ରୀ ହରେନ୍ଦ୍ର ଗହୀର, ଏଏନଏମ୍ ଯୋଶବନ୍ତୀ ମାଝୀ ଯୋଗଦେଇ ଅନେକ ବିଷୟରେ ଆଶା କର୍ମୀ ମାନଙ୍କୁ ବୁଝାଇବା ସହିତ ଜନ୍ମ ମୃତ୍ୟୁ ନାମ ପଞ୍ଜିକରଣ ଆ,ଇଡି ବିଷୟରେ ଆଲୋଚନା ହୋଇଥିଲା।

ଡମ୍ବରୁଧର ପାଣିଗ୍ରାହୀ ଙ୍କ ରିପୋର୍ଟ 

Related posts

ଶେଷରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ”ର ଉଦ୍ୟମ କାମରେ ଆସିଲା , ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଘରୋଇ ବସ ଚାଲିଲା

Sunil Chandra Nayak

ନୂଆପଡା–ସଟ ସର୍କିଟ ଯୋଗୁଁ ଘରେ ଲାଗିଲା ନିଆଁ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନାରେ ସଂପର୍କ ଆନୁକୁଲ୍ୟରେ ‘ଶିଶୁ ମିତ୍ର ଥାନା’ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!