ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମସିହା ର ପ୍ରତିନିଧି ପ୍ରହଲ୍ଲାଦ ମୁଦୁଲି ତାଳଚେର ରେ ହେଲେ ସମ୍ମାନିତ

ତାଳଚେର ଗ୍ରୀନ ଗ୍ରାସ ଷ୍ଠାଡିଅମ ଠାରେ ଗତ କାଲି ‘ ଆଗେଇବା ‘ ସାପ୍ତାହିକ ସମ୍ବାଦପତ୍ର ର ୪୨ତମ ସ୍ୱନକ୍ଷତ୍ର ଉତ୍ସବ ରେ ଢେ଼ଙ୍କାନାଳ ଅନୁଗୁଳ ଜିଲ୍ଲାର ତଥା ରାଜ୍ୟ ର ବିଭିନ୍ନ ବ୍ଲକ୍,ଉପଖଣ୍ଡ ରୁ ବହୁ ଗଣ ମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ସଂଗଠନ ଯୋଗ ଦେଇଥିଲେ l 

ଦୀର୍ଘ ୪୨ ବର୍ଷ ଧରି ନିରବିଛିନ୍ନ ଭାବେ ପ୍ରକାଶିତ ହେଉଥିବା ସମ୍ବାଦ ପତ୍ର ଆଗାମୀ ଦିନରେ ଦୈନିକ ସମ୍ବାଦପତ୍ର ରୂପେ ଓଡ଼ିଶା ରେ ପରିଚିତ ହେବ ବୋଲି ସାଂସଦ ମହେଶ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ପରିପ୍ରେକ୍ଷୀରେ 

ଆଗେଇବା ପରିବାର ତଥା ସାଂସଦ ମହେଶ ସାହୁ ଙ୍କ ଦ୍ଵାରା ନିର୍ଭୀକ ସମ୍ବାଦ ପରିବେଷଣ କରି ଚାଲିଥିବା ସାମ୍ୱାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ସେଥି ମଧ୍ୟରୁ କାମାକ୍ଷାନଗର ଉପଖଣ୍ଡ ର ପ୍ରହଲ୍ଲାଦ ମୁଦୁଲି ଅନ୍ୟତମ ।

ସୁଚନା ଯୋଗ୍ୟ ଯେ ଶ୍ରୀଯୁକ୍ତ ମୁଦୁଲି ମସିହା ସମ୍ବାଦପତ୍ର ରେ କାମାକ୍ଷା ନଗର ଉପଖଣ୍ଡ ର ପ୍ରତିନିଧିତ୍ଵ କରୁଛନ୍ତି l ତାଙ୍କରି ଏହି ସମ୍ମାନ ରେ ମସିହା ପରିବାର ର ସମ୍ପାଦକ ଶ୍ରୀଯୁକ୍ତ ସୁନିଲ ଚନ୍ଦ୍ର ନାୟକ ତଥା ଜିଲ୍ଲା ପ୍ରତିନିଧି ନାୟକ ଅକ୍ଷୟ ରାଜହସ୍ତୀ ‘ଆଗେଇବା ପରିବାର’ କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ପ୍ରଗତିଶୀଳ କବି ସନତ୍ ରାୟ ଙ୍କ ସ୍ମୃତି ଚାରଣ ସଭା

Sunil Chandra Nayak

ଭାଲୁ ଟାଙ୍ଗାରା ଗ୍ରାମରେ ଆଦିବାସୀ ଉତ୍ସବ ପାଳନ

Sunil Chandra Nayak

ପିଏମ୍‌ଶ୍ରୀ ସ୍କୁଲ୍‌’ ନାମରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବେ କେନ୍ଦ୍ର ସରକାର: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort