ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ରାପଡା ବାଲିଆ ବାଣ ବିସ୍ଫୋରଣ ରେ ଏତେ ବଡ଼ ଅଘଟଣ ଘଟିଲା ଜିଲ୍ଲା ପ୍ରଶାସନ କରୁଥିଲା କଣ ବୋଲି ଦାବୀ ରଖିଲେ ଆଇନ ଜୀବୀ ବିଦୁଭୂଷଣ ମହାପାତ୍ର 

କେନ୍ଦ୍ରାପଡା,//ବହୁ ଚର୍ଚ୍ଚିତ କେନ୍ଦ୍ରାପଡା ବାଲିଆ ଠାରେ କାର୍ତ୍ତିକେଶ୍ବର ପୁଜା ଭସାଣି ସମୟରେ ବାଣ ବିସ୍ଫୋରଣ ୪୦ ଜଣ ଆହତ ହୋଇ କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି । ସେଥିରୁ ୧୦ ଜଣ ଗୁରୁତର ଙ୍କୁ ଆଇସିୟୁ ରେ ରଖି ଚିକିତ୍ସା କରାଯାଇଥିବା ଜଣା ପଡିଛି । କେନ୍ଦ୍ରାପଡା ସଦରଥାନା ନିଜଆଡୁ ମାମଲା ରୁଜୁ କରି ତିନିଜଣ ଙ୍କୁ କୋର୍ଟ ଚାଲାଣ କରିଛି । କେନ୍ଦ୍ରାପଡା ବାଲିଆ ବାଣ ବିସ୍ଫୋରଣ ରେ ଏତେ ବଡ଼ ଅଘଟଣ ଘଟିଲା ଜିଲ୍ଲା ପ୍ରଶାସନ କରୁଥିଲା କଣ ବୋଲି ଦାବୀ ରଖିଲେ ଆଇନ ଜୀବୀ ବିଦୁଭୂଷଣ ମହାପାତ୍ର ।

କେନ୍ଦ୍ରାପଡା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (ମସିହା ନିୟୁଜ )

Related posts

କୁହୁରା ଗ୍ରା:ପ ସମିତି ସଭ୍ୟାଙ୍କ ପରଲୋକ

Sunil Chandra Nayak

ମୋଟର ସାଇକେଲ ଚୋରି ରାକେଟର ପର୍ଦାଫାସ ,୩ ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା  ମୁଁ ଅଗଷ୍ଟ ପନ୍ଦର ଛେଳି

Sunil Chandra Nayak

Leave a Comment

error: Content is protected !!